ଓଡ଼ିଶା ଖବରନ୍ୟୁଜ୍

ଶିପୁରା ଅଞ୍ଚଳ ରେ ହେଟା ବାଘ ଆକ୍ରମଣ

ଶିପୁରା ଅଞ୍ଚଳ ରେ ହେଟା ବାଘ ଆକ୍ରମଣ

କଟକ:-(ରିପୋର୍ଟ -ତୁଷାର ଜ୍ୟୋତି) ନାୟକ ହେଟାବାଘ ଆକ୍ରମଣ ରେ କଟକ ଜିଲ୍ଲା ମାହାଙ୍ଗା ଶିପୁରା ଅଞ୍ଚଳ ରେ ୩ ଜଣ ଶ୍ରମିକ ଆହତ।

ଶିପୂରା ଠାରେ କଖାରୁ କ୍ଷେତ ରେ ଶ୍ରମିକ ଭାବେ କାମ କରୁଥିବା ସମୟରେ ଅଚିନ୍ତ ନାୟକ ଓ ବାପୁନ ପାଲି ଙ୍କୁ ହଠାତ୍ ହେଟା ବାଘ ଆକ୍ରମଣ କରି ଗୁରୁତର କରିଥିବା ବେଳେ ନିକଟର ଛିଡା ହୋଇଥିବା ବଡ଼ଚଣା ଅଞ୍ଚଳର ଅଶୋକ ସେନାପତିଙ୍କୁ ଆକ୍ରମଣ କରିଥିଲା।

ଗୁରୁତର ହୋଇ ଦୁଇ ଜଣ ମାହାଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ହେଉଥିବା ବେଳେ ଅଶୋକ ସେନାପତି କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଏନେଇ ସ୍ଥାନୀୟ ଅଞ୍ଚଳ ରେ ଭୟ ର ବାତାବରଣ ସୃଷ୍ଟି ହୋଇଛି।

Related posts

ଦନ୍ତାହାତୀର ମୃତ୍ୟୁ ପାଇଁ ଦାୟୀ କିଏ

Odisha Halchal

ମଧୁସ୍ମିତା ଆଚାର୍ଯ୍ୟ କଂଗ୍ରେସର ବିଏମସି ମେୟର ପ୍ରାର୍ଥୀ, ଘୋଷଣା କଲା ଦଳ

Odisha Halchal

ବାହୁଡ଼ା ଯାତ୍ରାରେ ଅଘଟଣ

Odisha Halchal

Leave a Comment