ଶିପୁରା ଅଞ୍ଚଳ ରେ ହେଟା ବାଘ ଆକ୍ରମଣ

0
211
ଶିପୁରା ଅଞ୍ଚଳ ରେ ହେଟା ବାଘ ଆକ୍ରମଣ
ଶିପୁରା ଅଞ୍ଚଳ ରେ ହେଟା ବାଘ ଆକ୍ରମଣ

କଟକ:-(ରିପୋର୍ଟ -ତୁଷାର ଜ୍ୟୋତି) ନାୟକ ହେଟାବାଘ ଆକ୍ରମଣ ରେ କଟକ ଜିଲ୍ଲା ମାହାଙ୍ଗା ଶିପୁରା ଅଞ୍ଚଳ ରେ ୩ ଜଣ ଶ୍ରମିକ ଆହତ।

ଶିପୂରା ଠାରେ କଖାରୁ କ୍ଷେତ ରେ ଶ୍ରମିକ ଭାବେ କାମ କରୁଥିବା ସମୟରେ ଅଚିନ୍ତ ନାୟକ ଓ ବାପୁନ ପାଲି ଙ୍କୁ ହଠାତ୍ ହେଟା ବାଘ ଆକ୍ରମଣ କରି ଗୁରୁତର କରିଥିବା ବେଳେ ନିକଟର ଛିଡା ହୋଇଥିବା ବଡ଼ଚଣା ଅଞ୍ଚଳର ଅଶୋକ ସେନାପତିଙ୍କୁ ଆକ୍ରମଣ କରିଥିଲା।

ଗୁରୁତର ହୋଇ ଦୁଇ ଜଣ ମାହାଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ହେଉଥିବା ବେଳେ ଅଶୋକ ସେନାପତି କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଏନେଇ ସ୍ଥାନୀୟ ଅଞ୍ଚଳ ରେ ଭୟ ର ବାତାବରଣ ସୃଷ୍ଟି ହୋଇଛି।

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.