ଅପରାଧଓଡ଼ିଶା ଖବରନ୍ୟୁଜ୍

ଶାରୀରିକ ସମ୍ପର୍କ ରଖିବା ପରେ ଧୋକା ଦେଲା ହିରୋ ପ୍ରେମିକ

ଶାରୀରିକ ସମ୍ପର୍କ ରଖିବା ପରେ ଧୋକା ଦେଲା ହିରୋ ପ୍ରେମିକ

ସିରିଏଲରେ ଆକ୍ଟିଙ୍ଗ କରିବା ପରି ରିୟଲ ଲାଇଫ୍‌ରେ ମଧ୍ୟ ଖେଳି ଚାଲିଗଲା ହିରୋ ପ୍ରେମିକ । ପ୍ରଥମେ ପ୍ରେମ ପରେ ବିବାହ ପାଇଁ ପ୍ରତିଶୃୁତି ପୁଣି ଶାରୀରିକ ସମ୍ପର୍କ ରଖି ଧୋକ୍କା ଦେବା ଘଟଣା ଏବେ ସାମ୍ନା କୁ ଆସିଛି ।

ଓଡ଼ିଆ ସିରିଏଲ ଜଗତରେ କିଛି ଏପରି ଘଟଣା ସାମ୍ନାକୁ ଆସିଛି ଯାହାକୁ ଅଭିଯୋଗ କରିଛନ୍ତି ଖୋଦ୍ ପ୍ରେମିକା । ପ୍ରେମିକଙ୍କ ନାଁ ସୁମନ କୁମାର ହୋଇଥିବା ବେଳେ ଆପଣମାନେ ତାଙ୍କୁ ଟିଭି ପରଦାରେ କୁଆଁରୀ କନ୍ୟାରେ ଦେଖିଥିଲେ ବର୍ତ୍ତମାନ ମଧ୍ୟ ସର୍ବଜିତା ଅନୁରେ ସାଇ ଚଳଚିତ୍ରରେ ସେ ଆକ୍ଟିଙ୍ଗ କରୁଛନ୍ତି ।

ତେବେ ପ୍ରେମିକା ସାରା ରାଉତଙ୍କ ଅଭିଯୋଗ ପରେ ବର୍ତ୍ତମାନ ପୋଲିସ୍ ତାଙ୍କୁ ଗିରଫ କରିଛି । ଅଭିଯୋଗ ଅନୁସାରେ ପ୍ରଥମେ ସୁମନ ସାରାଙ୍କ ସହିତ ବିବାହ କରିବା ପାଇଁ ପ୍ରତିଶ୍ରୃତି ଦେଇଥିଲେ ଏହା ପରେ ଶାରିରୀକ ସମ୍ପର୍କ ରଖିବା ସହିତ ଅନେକ ଟଙ୍କା,ଗାଡ଼ି ମଧ୍ୟ ତାଙ୍କ ଠାରୁ ନେଇଥିବା ଅଭିଯୋଗ ହୋଇଛି ।

ଉଭୟଙ୍କ ପରିବାର ଲୋକ ଏହା ଜାଣିଥିଲେ ମଧ୍ୟ ବର୍ତ୍ତମାନ ଅନ୍ୟ କେଉଁ ଝିଅର ପ୍ରେମରେ ପଡ଼ି ସୁମନ ବିବାହ ପାଇଁ ମନା କରୁଥିବା ଅଭିଯୋଗ ହୋଇଛି ।

Related posts

ପରକୀୟା ପ୍ରୀତି ରେ ରାକ୍ଷଶୁନି ସାଜିଲା ବହୁ

Odisha Halchal

ଅସ୍ପୃଶ୍ୟ ଅନୁସୂଚୀତ ଜାତି ସୁରକ୍ଷା ପରିଷଦର ଜିଲ୍ଲାପାଳ ଅଫିସ୍ ଘେରାଉ

Odisha Halchal

ମୋଦୀଙ୍କୁ ଆଙ୍କିଥିବା ଛବି ଉପହାର ଦେଲେ କୁନି ଝିଅ

Odisha Halchal

Leave a Comment