ଦେଶ ବିଦେଶନ୍ୟୁଜ୍

ରାତି ୧୨ଟାରେ ଦୌଡ଼ି ଦୌଡ଼ି ଘରକୁ ଯାଉଥିଲେ ଯୁବକ,ସାହାର୍ଯ୍ୟ ପାଇଁ ପଚାରିବାରୁ କରିଦେଲେ ମନା,ଭିଡ଼ିଓ ଭାଇରାଲ

ରାତି ୧୨ଟାରେ ଦୌଡ଼ି ଦୌଡ଼ି ଘରକୁ ଯାଉଥିଲେ ଯୁବକ,ସାହାର୍ଯ୍ୟ ପାଇଁ ପଚାରିବାରୁ କରିଦେଲେ ମନା,ଭିଡ଼ିଓ ଭାଇରାଲ

ନିଜର ଲକ୍ଷ୍ୟ ପୁରଣ କରିବା ପାଇଁ ସମସ୍ତେ ଚେଷ୍ଟା ଜାରୀ ରଖିଥାନ୍ତି । ତେବେ ଏହି ପରି କିଛି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରରେ ଲାଗିଛି ।

ଯେଉଁଥିରେ ଦେଖିବାକୁ ମିଳୁଛି ଗୋଟିଏ ୨୦ ବର୍ଷର ଯୁବକ ରାତି ୧୨ଟାରେ ଏକା ଏକା ଦୌଡ଼ି ଘରକୁ ଯାଉଛି । ଯୁବକଙ୍କ ନାଁ ହେଉଛି ପ୍ରଦୀପ ମେହରା ।

ସାହାଯ୍ୟ ପାଇଁ ମଧ୍ୟ ମନା କରିଦେଉଛନ୍ତି । କିନ୍ତୁ ଏହାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସେନାରେ(ଆର୍ମି ଫୋର୍ସ) କାର୍ଯ୍ୟ କରିବା ପାଇଁ ଏହି କଠିନ ପରିଶ୍ରମ ଓ ଅଭ୍ୟାସ ପ୍ରତିଦିନ ପ୍ରଦୀପ କରନ୍ତି ।

ଗୋଟିଏ ପଟେ ଚାକିରୀ ଓ ଅନ୍ୟ ପଟେ ରୋଗିଣା ମା’ଙ୍କ ପାଖରୁ ସମୟ ବାହାର କରି ରାତିରେ ଅଫିସ୍ ପରେ ଘରକୁ ପ୍ରତିଦିନ ଏପରି ୧୦ କିମି ଦୌଡ଼ି ଦୌଡ଼ି ଯୁବକ ଜଣଙ୍କ ଘରକୁ ଯାଆନ୍ତି ।

ପ୍ରଦୀପ ବର୍ତ୍ତମାନ ତାଙ୍କ ବଡ଼ ଭାଇଙ୍କ ସହ ରହୁଥିବା ବେଳେ ନୋଏଡ଼ାର ସେକ୍ଟେର -୧୬ର ଏମସିଡ଼ୋନାଲଡ଼୍‌ରେ କାର୍ଯ୍ୟ କରନ୍ତି । ଏହି ଭିଡ଼ିଓ ଉତ୍ତରାଖଣ୍ଡ ମୂଲର ପିଲ୍ମ ନିର୍ମାତା ବିନୋଦ୍ କାପାଡ଼ି ତାଙ୍କର ଟ୍ୱିଟର ରେ ପୋଷ୍ଠ କରିଛନ୍ତି ଏବଂ ଅନେକ ପ୍ରଶଂସା ମଧ୍ୟ କରିଛନ୍ତି ।

Related posts

ବାତ୍ୟା ହେବ କି ନାହିଁ କାଲି ଲଘୁଚାପ କ୍ଷେତ୍ର ସ୍ପଷ୍ଟ ଜଣାପଡ଼ିବ

Odisha Halchal

ଡକାୟତ କରୁଥିବା ବେଳେ ଗ୍ରାମବାସୀ ମାନେ ଚୋର କୁ କାବୁ କରି ନିସ୍ତୁକ ମାଡ଼

Odisha Halchal

ରାଜଧାନୀରେ ମୁଣ୍ଡ ଟେକିଲା ଆଉ ଏକ ଗ୍ୟାଙ୍ଗ, ମାରଣାସ୍ତ୍ର ଧରି ବୁଲୁଛନ୍ତି ଯୁବକ

Odisha Halchal

Leave a Comment