ଓଡ଼ିଶା ଖବରନ୍ୟୁଜ୍

ମାର୍ଚ୍ଚ ୨୫ ତାରିଖରୁ ବିଧାନସଭା ବଜେଟ ଅଧିବେଶନ

ମାର୍ଚ୍ଚ ୨୫ ତାରିଖରୁ ବିଧାନସଭା ବଜେଟ ଅଧିବେଶନ

ମାର୍ଚ୍ଚ ୨୫ ତାରିଖରୁ ଆରମ୍ଭ ହେବା ବିଧାନସଭା ବଜେଟ ଅଧିବେଶନ । ମାର୍ଚ୍ଚ ୨୫ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବିଧାନସଭା ବଜେଟ ଅଧିବେଶନ । ୨୫ରେ ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ରହିଛି ।

ସେହିପରି ମାର୍ଚ୍ଚ ୩୦ ତାରିଖରେ ଉପସ୍ଥାପନ ହେବ ରାଜ୍ୟ ବଜେଟ । ତେବେ ବଜେଟ ଅଧିବେଶନ ହେବା ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ସେହିପରି ବଜେଟରେ କିପରି ଆୟବ୍ୟୟ ଅଟକଳ ରହୁଛି, କେଉଁ କ୍ଷେତ୍ର ପାଇଁ କଣ ଘୋଷଣା ହେଉଛି ତାହା ଉପରେ ମଧ୍ୟ ନଜର ରହିବ ।

Related posts

ଏକ ଟଙ୍କା ଲୋଭ ଦେଖାଇ ନାବାଳିକାକୁ ଦୁଷ୍କର୍ମ

Odisha Halchal

ରିୟାଲିଟି ଶୋ, ଦାଦାଗିରିରୁ ବିଦା ହେଲେ ଅନୁଭବ

Odisha Halchal

ଖୋର୍ଦ୍ଧା ପୋଲିସକୁ ବଡଧରଣର ସଫଳତା

Odisha Halchal

Leave a Comment