ଓଡ଼ିଶା ଖବରନ୍ୟୁଜ୍

ମାଟ୍ରିକ୍ ପରୀକ୍ଷାରେ ସଫଳ ହେଲେ ଚାଷୀ ପରିବାରର ଝିଅ

ମାଟ୍ରିକ୍ ପରୀକ୍ଷାରେ ସଫଳ ହେଲେ ଚାଷୀ ପରିବାରର ଝିଅ

ମାଟ୍ରିକ ପରୀକ୍ଷା ଫଳରେ ୫୮୩ ମାର୍କ ରଖି ଯୁଗ୍ମ ଭାବରେ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କଲେ ଚାଷୀ ପରିବାରର ଝିଅ । ସମ୍ୱଲପୁର କଲମାଟି ଗ୍ରାମର ଚାଷୀ ଗୋକୁଳାନନ୍ଦ ପ୍ରଧାନଙ୍କ ଝିଅ ଗୀତିକା ପ୍ରଧାନ ଜିଲ୍ଲା ପାଇଁ ଏହି ଗର୍ବ ଆଣିଛନ୍ତି ।

ସେ ୬୦୦ ମାର୍କରୁ ୫୮୩ ମାର୍କ ରଖି ଏହି ସଫଳତା ହାତେଇଛନ୍ତି ।ଗୋବିନ୍ଦପାଲି ଶିଶୁ ମନ୍ଦିର ଛାତ୍ରୀ ଗୀତିକା ଏହାର ଶ୍ରେୟ ମାଁ ବାପା ଓ ଶିକ୍ଷକ ଶିକ୍ଷୟିତ୍ରୀ ଦେବା ସହ କଠିନ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇଥିବା କହିଛନ୍ତି ।

ତେବେ ଏହି ଖବର ଆସିଲା ପରେ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । ଖବର ପାଇ କଲାମାଟି ସରପଂଚ ସୁଷମା ସାହୁ ତାଙ୍କ ଘରକୁ ଯାଇ ଘରକୁ ଯାଇ ମିଠା ଖୁଆଇ ଅଭିନନ୍ଦନ ଜଣାଇଛନ୍ତି ।

Related posts

ଶିକାରୀ ଗୁଳିରେ ବନ କର୍ମଚାରୀ ଘାଇଲା

Odisha Halchal

ବହୁ ଚର୍ଚ୍ଚିତ ଡାକ୍ତର ସୁମିତ-ତପସ୍ୱିନୀ ବିବାଦ ମାମଲା, ତପସ୍ୱିନୀଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

Odisha Halchal

ମୁଖ୍ୟ ଚିକିତ୍ସାଳୟରେ ମୁଳୁନି ରକ୍ତ

Odisha Halchal

Leave a Comment