ଅପରାଧଓଡ଼ିଶା ଖବରନ୍ୟୁଜ୍

ମାଛ ଜାଳରେ ନବଜାତ ଶିଶୁ ର ମୃତଦେହ

ମାଛ ଜାଳରେ ନବଜାତ ଶିଶୁ ର ମୃତଦେହ

କଳାହାଣ୍ଡି:-ଇନ୍ଦ୍ରାବତୀ ବାମ କେନାଲ ରୁ ନବ ଜାତକ ଶିଶୁ ର ମୃତଦେହ ଠାବ, ଅବାଞ୍ଛିତ ମାତୃତ୍ୱ କାରଣ ରୁ ଫିଙ୍ଗି ଦେଇଥିବା ସନ୍ଦେହ।

ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋକସରା ବ୍ଲକ କୁସୁମଖୁଣ୍ଟି ବାମ ମୁଖ୍ୟ କେନାଲ ରେ କିଛି ଲୋକ ମାଛ ମାରିବାକୁ ଜାଳ ପକାଇଥିବା ବେଳେ ଜାଳ ରୁ ଏକ ନବ ଜାତକ ଶିଶୁ ର ମୃତଦେହ ଉଦ୍ଧାର ହୋଇଛି।

ତେବେ ଅବାଞ୍ଛିତ ପ୍ରେମ ସମ୍ପର୍କ କିମ୍ବା କୁମାରୀ ମାତୃତ୍ୱ ଲୋକଲଜ୍ଜ୍ୟା ଭୟ ରେ କେହି ହୃଦୟହିନା ଯୁବତୀ କିମ୍ବା ମହିଳା ନବ ଜାତକ କୁ ଫିଙ୍ଗି ଦେଇଥିବା ନେଇ ଚର୍ଚ୍ଚା ହେଉଛି। ତେବେ କୌଣସି ସ୍ପଷ୍ଟ ସୁଚନା ମିଳିନାହିଁ।

Related posts

ଗିରଫ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

Odisha Halchal

ଧୋବେନ ପଡା ମା ଘାଟି ମୁଣ୍ଡିଆଣି ଙ୍କ ବାର୍ଷିକ ମାଘ ଯାତ୍ରା

Odisha Halchal

ବୁଗୁଡ଼ା ବାନାଞ୍ଚଳ ପକ୍ଷରୁ ୧୧ ଖଣ୍ଡ ଆମ୍ବ ଗଣ୍ଡି ସହ ଟ୍ରାକ୍ଟର ଜବତ

Odisha Halchal

Leave a Comment