ଓଡ଼ିଶା ଖବରନ୍ୟୁଜ୍

ମହିଳାଙ୍କ ପ୍ରଶ୍ନରେ ରାଗିଯାଇ ଦୁର୍ବ୍ୟବହାର କଲେ ତହସିଲ୍‌ଦାର୍‌, ଭିଡିଓ ଭାଇରାଲ୍‌

ମହିଳାଙ୍କ ପ୍ରଶ୍ନରେ ରାଗିଯାଇ ଦୁର୍ବ୍ୟବହାର କଲେ ତହସିଲ୍‌ଦାର୍‌, ଭିଡିଓ ଭାଇରାଲ୍‌

ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ତହସିଲଦାର ମ୍ୟାଡ଼ାମ ଅଭିଯୋଗ କରିବାକୁ ଆସିଥିବା ଜଣେ ମହିଳାଙ୍କ ପ୍ରଶ୍ନରେ ରାଗି ଯାଇ ଦୁର୍ବ୍ୟବହାର କରୁଥିବା ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓଟି ସୋସିଆଲ ମିଡ଼ିଆରେ ଏବେ ଭାଇରଲ ହେବାରେ ଲାଗିଛି । ଏଥି ସହିତ ତହସିଲଦାର ମ୍ୟାଡ଼ାମଙ୍କ ବ୍ୟବହାରକୁ ନେଇ ବେଶ ଆଲୋଚନା ହେଉଛି ।

ମହିଳା ଜଣଙ୍କ ଡେଲାଙ୍ଗ ଧେଟଣl ଗ୍ରାମର ବୋଲି ସୂଚନା ମିଳିଛି । ମହିଳା ଜଣଙ୍କ ପୋଷ୍ଟାଲରେ କାର୍ଯ୍ୟରତ । ଗାଡିଆ ଖୋଳାକୁ କେନ୍ଦ୍ର କରି ବାରମ୍ବାର ଅଭିଯୋଗ କରିଆସୁଥିଲେ ଏହି ମହିଳା । ଅଭିଯୋଗକୁ ଭିର୍ତ୍ତି କରି ଡେଲାଙ୍ଗ ତହସିଲଦାରଙ୍କ ସହିତ କଥା କଟା କଟି ପରେ ତହସିଲଦାର ମହିଳା ଜଣକୁ ରାଗି ଯାଇ ଦୁର୍ବ୍ୟବହାର କରିଥିବା ଏଥିରେ ଦେଖିବାକୁ ମିଳିଛି ।

http://https://fb.watch/bAbv-dYmiE/

Related posts

ରଣବୀରଙ୍କ ପୂର୍ବରୁ ଏହି ସେଲିବ୍ରେଟିମାନଙ୍କ ନ୍ୟୁଡ୍‌ ଫଟୋସୁଟ୍‌ ରହିଛି ଚର୍ଚ୍ଚାରେ

Odisha Halchal

ଦିନିକିଆ ଗସ୍ତରେ ଓଡ଼ିଶା ସରକାରଙ୍କ ଫୁଡ୍ କମିସନର

Odisha Halchal

ଅନିୟମିତତା ଓ ଦୁର୍ନୀତି ବିରୋଧରେ କଣ୍ଟାମାଳ ବ୍ଲକ ଘେରାଓ ପାଇଁ ସଜବାଜ

Odisha Halchal

Leave a Comment