ଓଡ଼ିଶା ଖବରନ୍ୟୁଜ୍

ମହାନଦୀ କୁ ଡେଇଁ ଜଣେ ଯୁବକଙ୍କ ଆତ୍ମହତ୍ୟା

ମହାନଦୀ କୁ ଡେଇଁ ଜଣେ ଯୁବକଙ୍କ ଆତ୍ମହତ୍ୟା

କଟକ :-(ରିପୋର୍ଟ -ତୁଷାର ଜ୍ୟୋତି ନାୟକ )ସାଲେପୁର ସାତବାଟିଆ ଠାରେ ମହାନଦୀ କୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି ଏବେ ନିଖୋଜ ଯୁବକ ଙ୍କୁ ଅଗ୍ନିଶମ ବିଭାଗ ଖୋଜା ଖୋଜି କରୁଛି ।

ଯାହା ଅନୁମାନ କରାଯାଉଛି ଆଜି ଭୋରୁ ଯୁବକ ଜଣକ ସାତବାଟିଆ ନଦୀ ବନ୍ଧ ରେ ସାଇକେଲ ଚପଲ ରଖି ନଦୀ କୁ ଡେଇଁ ପଡିଛନ୍ତି । ତେବେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ଜଣଙ୍କ ବୟସ 25 ବର୍ଷ ହେବ ,ତାଙ୍କ ନାଁ ସ୍ମୃତି ରଞ୍ଜନ ରଥ ଓ ଘର ମାଧ୍ୟକଛ ଗ୍ରାମରେ ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି ।

ଅଗ୍ନିଶମ ବିଭାଗ ଟିମ ର ଖୋଜା ଖୋଜି କରୁଥିବା ବେଳେ ଏପର୍ଯ୍ୟନ୍ତ ଯୁବନଙ୍କ ସନ୍ଧାନ ମିଳି ପାରିନାହିଁ । ଅନ୍ୟପଟେ ଆତ୍ମତ୍ୟା ର କାରଣ ଅସ୍ସଟ ଏବେବି ଅସ୍ପଷ୍ଟ ରହିଛି ।

Related posts

ଭାଇ ଭାଇକୁ ଗଳାକାଟି ହତ୍ୟା

Odisha Halchal

ଆଜି ଦୋଳ ପୂର୍ଣ୍ଣିମା

Odisha Halchal

ବୋହୂର କାଠଫାଳିଆ ମାଡ଼ରେ ଶ୍ୱଶୁର ମୃତ

Odisha Halchal

Leave a Comment