ନ୍ୟୁଜ୍ମନୋରଞ୍ଜନ

ମସ୍ତିରେ ଡ୍ୟାନ୍ସ କରୁଥିଲେ ଉର୍ଫି ଜାଭେଦ, କ୍ୟାମେରା ଆଗରେ ଖସିଗଲା ଟପ୍

ମସ୍ତିରେ ଡ୍ୟାନ୍ସ କରୁଥିଲେ ଉର୍ଫି ଜାଭେଦ, କ୍ୟାମେରା ଆଗରେ ଖସିଗଲା ଟପ୍

ସୋସିଆଲ୍ ମିଡିଆ ସେନ୍ସେସନ୍ ଉର୍ଫି ଜାଭେଦ ତାଙ୍କ ନିଆରା ଫ୍ୟାସନ୍ ସେନ୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ପ୍ରାୟ ସବୁ ଦିନ ଉର୍ଫିଙ୍କ ଭିଡିଓ ଭାଇରାଲ୍ ହୋଇଥାଏ । ଯେଉଁ ଭିଡିଓରେ ତାଙ୍କର ବୋଲ୍ଡ ଅନ୍ଦାଜ ଦେଖିବାକୁ ମିଳିଥାଏ । କିନ୍ତୁ ଏଥର ଉର୍ଫି ଏମିତି ଡ୍ରେସ୍ ପିନ୍ଧିଥିଲେ ଯେଉଁଥିପାଇଁ ସେ କ୍ୟାମେରା ସାମ୍ନାରେ ଉପ୍ସ ମୁମେଣ୍ଟର ଶିକାର ହେବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଭାଇରାଲ୍ ଭିଡିଓରେ ଉର୍ଫି ଜାଭେଦ ଟ୍ୟୁବ୍ ଟପ୍ ପିନ୍ଧିଥିବାର ଦେଖିବାକୁ ମିଳିଛି । ଭିଡିଓରେ ସେ ଦିଲବର୍ ଗୀତରେ ଠୁମକା ଲଗାଉଥିବା ଦେଖିବାକୁ ମିଳିଥିଲା । ଡ୍ୟାନ୍ସ କରିବା ସମୟରେ ତାଙ୍କ ଟପ୍ ତଳକୁ ଖସିଯାଉଛି । ଯେତେବେଳେ ଉର୍ଫିଙ୍କୁ ଏ ବିଷୟରେ ଜଣାପଡେ ସେ ଡ୍ୟାନ୍ସ ବନ୍ଦ କରି ନିଜ ଟପ୍‌କୁ ଉପରକୁ ଉଠାଇଥିଲେ ଏବଂ ହସିବାକୁ ଲାଗିଥିଲେ । ଏହାପରେ ସେ ପୁଣି ଥରେ ଡ୍ୟାନ୍ସ କରିବାକୁ ଲାଗିଥିଲେ ।

ଉର୍ଫି ପ୍ରଥମ ଥର ତ ଟପ୍‌କୁ ସମ୍ଭାଳି ନେଇଥିଲେ । କିନ୍ତୁ ପୁଣି ଥରେ ତାଙ୍କ ଟପ୍ ତଳକୁ ଖସିଯାଇଥିଲା । ଏଥର କିନ୍ତୁ ତାଙ୍କ ଟପ୍‌ ଅଧିକ ତଳକୁ ଖସିଯାଇଥିଲା । ତେବେ ସେ ତୁରନ୍ତ ତାଙ୍କ ଟପ୍‌କୁ ଧରିପକାନ୍ତି ଏବଂ ଅଜବ ପ୍ରକାରର ରିଆକସନ୍ ଦିଅନ୍ତି । ସୋସିଆଲ ମିଡିଆରେ ଏବେ ଏହି ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।

Related posts

ଇଦ ମିଲାଦୁନ ନବୀ ଉତ୍ସବ ପାଳନ

Odisha Halchal

ଭୁଲିଗଲା ସଂପର୍କ, ମଦ୍ୟପ ବାପାର କଟୁରୀ ଚୋଟରେ ପୁଅ ମୃତ

Odisha Halchal

ହଜାର ହଜାର ଦର୍ଶକଙ୍କ ସମାଗମରେ ମା ସୁନାଦେଇଙ୍କ ଛତରଯାତ୍ରା

Odisha Halchal

Leave a Comment