ଓଡ଼ିଶା ଖବରନ୍ୟୁଜ୍

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ନୟାଗଡ :-(ରିପୋର୍ଟ-ପ୍ରଶାନ୍ତ ହୋତା )ଦଶପଲ୍ଲା-ଖୋର୍ଦ୍ଧା-ବଲାଙ୍ଗିର 57 ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି ।

OD25AQ6325 ନମ୍ବର ଏକକାର ସହ OR02BC7529 ନମ୍ବର ବାଇକି ସହିତ ମୁହାଁମୁହଁ ଧକରେ ବାଇକିଚାଳକଙ୍କର
ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ମଧ୍ୟଖଣ୍ଡ ପଞ୍ଚାୟତ ର ମର୍ଦାବାଡ଼ି ସାହି ର ମାୟାଧର ପରିଡ଼ା ଙ୍କ ବଡପୁଅ ହାଡିବନ୍ଧୁ ପରିଡ଼ା ବୋଳିଜଣା ପଡିଛି ।

ଦଶପଲ୍ଲା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମୃତ ବ୍ୟକ୍ତିଙ୍କୁ ଦଶପଲ୍ଲାଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଯାଇଥିଲେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦାରଖ ଚଳାଇଛି ।

Related posts

ପୁଣି ଚମକିଲେ ନବରଙ୍ଗପୁର ଜିଲ୍ଲାର ଝିଅ

Odisha Halchal

ବିବାହ ବାର୍ଷିକୀରେ ବିଗ୍‌ ବି ସେୟାର କଲେ ପୁରୁଣା ଦିନର ଫଟୋ

Odisha Halchal

ଦୁଇ ମହାଠକଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି

Odisha Halchal

Leave a Comment