29.1 C
Bhubaneswar
Saturday, October 16, 2021
No menu items!
Home ମୁଖ୍ୟ ଖବର ଭାକସିନ ନେବା ପରେ ସାମ୍ବାଦିକଙ୍କ ଶରୀରରେ ଚୁମ୍ବକୀୟ ପ୍ରକ୍ରିୟା

ଭାକସିନ ନେବା ପରେ ସାମ୍ବାଦିକଙ୍କ ଶରୀରରେ ଚୁମ୍ବକୀୟ ପ୍ରକ୍ରିୟା

କରୋନା ଦାଉରୁ ରକ୍ଷା ପାଇବା ପାଇଁ ସରକାର ସବୁ ବର୍ଗର ଲୋକମାନଙ୍କୁ କୋଭିଡ ଟୀକା ଯୋଗାଇ ଦେବାର ବ୍ୟବସ୍ଥା କରିବା କୁହା ଯାଉଛି !
ଏହି କ୍ରମରେ କଟକ ଜିଲ୍ଲା ତିଗିରିଆ ଅଂଚଳର ଜନୈକ ସାମ୍ବାଦିକଙ୍କୁ କୋଭିଡ଼ ଟୀକା ଦିଆଯାଇଥିଲା !
ଗୌର ସାହୁ ନାମକ ଏହି ସାମ୍ବାଦିକ ଜଣକ ସ୍ଥାନୀୟ ହସ୍ପିଟାଲରେ ଟୀକା ନେବାପରେ ତା’ଙ୍କ ଶରୀରରେ ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି ହେବା ଦେଖିବାକୁ ମିଳିଛି !

ଏପରିକି ଭ୍ୟାକସିନ ପ୍ରଭାବରେ ତାଙ୍କ ଶରୀରରେ ଚୁମ୍ବକୀୟ ପ୍ରତିକ୍ରିୟା ଦେଖିବାକୁ ମିଳୁଛି !
ଗୌରଙ୍କ ଦେହରେ କଂସା, ଥାଳି, ଚାମଚ ଆଦି ଲାଗିରହିବା ଭଳି ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି !
ଶ୍ରୀ ସାହୁ ଜଣେ ଜଣାଶୁଣା ସମାଜସେବୀ l ପୂର୍ବରୁ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ l ବର୍ତ୍ତମାନ ନିତିଦିନ ଖବର କାଗଜରେ ସାମ୍ବାଦିକତା କରୁଥିବାବେଳେ କଟକ ଜିଲ୍ଲା ଏସୟୁଜେ ସଂଗଠନର ଅଗ୍ରଣୀ କର୍ମକର୍ତ୍ତା ଭାବେ କାର୍ଯ୍ୟ କରୁଛନ୍ତି l
ତାଙ୍କୁ ଦେଖିବା ପରେ ଲୋକଙ୍କ ମନରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି !
ତେବେ କୋଭିଡ ଟୀକା ନେବାପରେ ଏଭଳି ସ୍ଥିତି ଉପୁଜି ଥିବାରୁ, ଡାକ୍ତରୀ ଦଳ ଏହାର ପରୀକ୍ଷା କରିବାପାଇଁ ଦାବୀ ହୋଇଛି !

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ, ହ୍ୱାଟସ୍‌ଆପ୍ ଓ ମ୍ୟାସେଞ୍ଜର ୬ ଘଣ୍ଟା ପର୍ଯ୍ୟନ୍ତ ଡାଉନ୍ ରହିବା ପରେ ପୁଣି କାମ କରୁଛି

ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ, ହ୍ୱାଟସ୍‌ଆପ୍ ଓ ମ୍ୟାସେଞ୍ଜର ପୁଣି କାମ କରୁଛି । କିଛି ଘଣ୍ଟା ପାଇଁ ଏହା ଡାଉନ୍ ରହିବା ପରେ ଗୋଟିକ ପରେ ଗୋଟିଏ ସେବା ପୁଣି ଥରେ ଆରମ୍ଭ ହୋଇଯାଇଛି...

ପଣ୍ଡରାପଥର ଠାରେ ଗାନ୍ଧୀ ଜୟନ୍ତୀ ପାଳନ

ନୂଆପଡା :-(ରିପୋର୍ଟ -ତେଜୁରାମ ନାଏକ ସହ ଘନଶ୍ୟାମ ନାଏକ)କୋମନା ବ୍ଲକ ଓ ସିନାପାଲି ବ୍ଲକ ଅନ୍ତର୍ଗତ MTSC, ପଣ୍ଡରାପଥର ଓ ରାଜଶ୍ରୀ ପବ୍ଲିକ ସ୍କୁଲ, ସିନାପାଲି ଠାରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି....

ଲକ୍ଷ୍ୟାଧିକ ଟଙ୍କାର ସାଗୁଆନ କାଠ ଜବତ, ଦୁଇ ଗିରଫ

ମାଲକାନଗିରି:-(ରିପୋର୍ଟ- କ୍ରିଷ୍ଣପଦୋ ରାୟ) ବନ ବିଭାଗ ହାତରେ ଧରାପଡିଲେ କାଠ ମାଫିଆ । ଜବତ ହେଲା ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ । ମାଲକାନଗିରି ଜିଲ୍ଲାରେ ଏପରି ଘଟଣା ବାରମ୍ବାର ଘଟୁଥିଲେ ହେଁ...

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା 2 ମୃତ

ରାୟଗଡା :-(ରିପୋର୍ଟ -କାଁହୁଚରଣ ପାଢ଼ୀ) ଗୁଣୁପୁର ଥାନା ଅନ୍ତର୍ଗତ ଲିମାମେଡା ଗ୍ରାମ ନିକଟରେ ଏକ ବାଇକ ଦୁର୍ଘଟଣା ରେ 2 ଜଣ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଦୁର୍ଘଟଣା...

Recent Comments