ଅପରାଧଓଡ଼ିଶା ଖବରନ୍ୟୁଜ୍

ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଦେବଗଡ ବିଧାୟକ ସୁବାସ ପାଣିଗ୍ରହୀଙ୍କୁ ମିଳିଲା ଜାମିନ୍ । ବିଧାୟକ ଓ ୨ ସହଯୋଗୀଙ୍କୁ ସର୍ତ୍ତମୂଳକ ଜାମିନ୍ ଦେଇଛନ୍ତି ଜିଲ୍ଲା ଜଜ୍ । ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ଦୋଇଛନ୍ତି କୋର୍ଟ । ଏନେଇ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଓକିଲ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଗତ ଏକ ତାରିଖଠାରୁ ବିଚାର ବିଭାଗୀୟ ହାଜତରେ ରହିଛନ୍ତି ବିଧାୟକ ସୁବାସ ପାଣିଗ୍ରାହୀ । ତିଲେଇବଣୀ ବ୍ଲକ ବିଡିଓଙ୍କ ସହ ବିବାଦ ଯୋଗୁଁ ପୋଲିସ ତାଙ୍କୁ ଭୁବନେଶ୍ୱରରୁ ଗିରଫ କରିଥିଲା ।

ପରେ ଦେହ ଅସୁସ୍ଥ ଯୋଗୁଁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବୁର୍ଲା ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଆଉ ଆଜି ଜାମିନ ଆବେଦନ ମଞ୍ଜୀରୁ ମଧ୍ୟ ହୋଇଛି । ଯାହାକୁ ଜେଲରୁ ମୁକୁଳିବାର ବାଟ ଫିଟିଯାଇଛି ।

Related posts

ଦେବାଳିଆ ହେବାରୁ ବର୍ତ୍ତିବ ଫ୍ୟୁଚର ଗ୍ରୁପ୍

Odisha Halchal

ଯୁବକଙ୍କ ଶୋଇଥିବା ଅବସ୍ଥାରେ ମୃତ୍ୟୁ

Odisha Halchal

ଦେଶରେ ବଢ଼ିଲା ବେରୋଜଗାରୀ ହାର; ବେକାରୀ ସଂଖ୍ୟାରେ ନମ୍ବର ୱାନ୍ ଏହି ରାଜ୍ୟ

Odisha Halchal

Leave a Comment