19 C
Bhubaneswar
Friday, December 4, 2020
No menu items!
Home ଏକ୍ସକ୍ଲୁସିଭ୍ ଭିଡ଼ିଓ ବିଧାୟକଙ୍କ ଦ୍ୱାରା ପଞ୍ଚାୟତ ବଜାର ଗୃହ ଓ ଗୋଦାମ ଗୃହ ଉଦଘାଟନ

ବିଧାୟକଙ୍କ ଦ୍ୱାରା ପଞ୍ଚାୟତ ବଜାର ଗୃହ ଓ ଗୋଦାମ ଗୃହ ଉଦଘାଟନ

କଳାହାଣ୍ଡି:-28/10/20(ରିପୋର୍ଟ-ଚିନ୍ତାମଣି ନାଏକ) ନର୍ଲା ବ୍ଲକ ସର୍ଗିଗୁଡା ଗ୍ରାମପଞ୍ଚାୟତ ରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଭୁପିନ୍ଦର ସିଂ ଆଜି ଦିନ 11 ଟା ସମୟରେ ସର୍ଗିଗୁଡା ଗ୍ରାମପଞ୍ଚାୟତ ତହସିଲ ଅଫିସ ନିକଟସ୍ଥ ନୂତନ ଭାବରେ ନିର୍ମିତ ଦଶ ଲକ୍ଷ ଟଙ୍କାର ମାର୍କେଟ କମ୍ପ୍ଲେକ୍ସ ଓ 6 ଲକ୍ଷ ଟଙ୍କାର ଗୋଦାମ ଗୃହକୁ ମାନ୍ୟବର ବିଧାୟକ ଫିତା କାଟି ଶୁଭ ଉଦଘାଟନ କରିଥିଲେ ।

ଏବଂ ପରେପରେ ପଞ୍ଚାୟତ ସଭାଗୃହ ରେ ସ୍ଥାନୀୟ ଲୋକ ପ୍ରତିନିଧି ଏବଂ ଜନସାଧାରଣ ଙ୍କୁ ନେଇ ଏକ ବୈଠକ ଆୟୋଜନ କରି ସମସ୍ତ ଙ୍କ ଆପତ୍ତି ଅଭିଯୋଗ ଶୁଣିବା ସହ ସମସ୍ୟାର ସମାଧାନ ନିମନ୍ତେ ବାଟ ବହାରକରିବା ପ୍ରତିଶ୍ରୁତି ଦେବସହକିଛି ପୁରୁଣା ଅଭିଜ୍ଞତା ବାଣ୍ଟି ଥିଲେ ।

ଏବଂ ପରେପରେ ନର୍ଲାରୋଡ ଦୁର୍ଗା ମଣ୍ଡପ ଠାରେ ଉପସ୍ଥିତ କର୍ମୀଓ ବରିଷ୍ଠ ନାଗରିକ ଙ୍କୁ ଭେଟି ଉଦ୍ଧବୋଧନ ଦେବସହ ଯୁବକର୍ମୀ ମାନଙ୍କୁ ଅଧିରୁ ଅଧିକ ସମାଜ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ଉତ୍ସାହିତ କରିଥିଲେ ।

ଏଥିରେ ବିଧାୟକଙ୍କ ସହ ସ୍ଥାନୀୟ ତହସିଲଦାର ଶ୍ରୀଯୁକ୍ତ ମାନସରଞ୍ଜନ ତ୍ରିପାଠୀ ଏ ବି ଦି ଓ ଦେବେନ୍ଦ୍ର ସମାଲ। ଜିଲ୍ଳା ପାରିଷଦ ସଦସ୍ୟ ପ୍ରଦୀପ ନାୟକ ସରପଞ୍ଚ ନର୍ସିଙ୍ଗକୁମାର ନର୍ଲା ସରପଞ୍ଚ ଚିରଞ୍ଜିବି ଗଉଡ଼ିଆ ଜିପିଓ କ୍ଷିତିଶ ଚନ୍ଦ୍ର ନାୟକ ପୁର୍ବତନ ସରପଞ୍ଚ ହାମେଶ ଜଏନ ଙ୍କ ସମେତ ଅନେକ ମନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Most Popular

ଶନିବାର ରାଶିଫଳ…

ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ବ୍ୟବସାୟରେ ଉନ୍ନତି ଓ ବ୍ୟବସାୟ ସମ୍ପ୍ରସାରଣ କରିବାରେ ଧ୍ୟାନ ଦେବେ । ପରିବହନ ବ୍ୟବସାୟରେ ଆଜି ଅଧିକ ଆୟ...

୧୫ରେ ନୂଆ ଭୋଟର ତାଲିକା

ଭୁବନେଶ୍ୱର: ଜାନୁଆରୀ ୧୫ରେ ପ୍ରକାଶ ପାଇବ ୨୦୨୧ ପାଇଁ ନୂଆ ଭୋଟର ତାଲିକା । ଭୋଟ ପରିଚୟ ପତ୍ର ସଂଶୋଧନକୁ ନେଇ ଆୟାଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ...

ପରୀ ହତ୍ୟା ଘଟଣା: ନୟାଗଡ଼ ଏସପିଙ୍କୁ ସମନ

ଭୁବନେଶ୍ୱର: ନୟାଗଡ଼ର ଶିଶୁକନ୍ୟା ପରୀ ହତ୍ୟାକାଣ୍ଡ ମାମଲାରେରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ ନୟାଗଡ଼ ଏସପିଙ୍କୁ ସମନ କରିଥିବା ଜଣାଯାଇଛି। ସୂଚନା ଅନୁସାରେ, ପରୀ ହତ୍ୟାକାଣ୍ଡ ନେଇ ଏନସିପିସିଆର ନୟାଗଡ଼ ଏସପିଙ୍କ...

ସତ ମାନିଲେ ଆକାଶ

ଭୁବନେଶ୍ୱର: ଆଇଏଫଏସ ଅଫିସର ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତନାଘନା ଜାରି ରହିଛି। ଭିଜିଲାନ୍ସ ଜେରା କଲାବେଳେ ସତ ଓଗାଳିଛନ୍ତି ଆକାଶ। ଟାଟା...

Recent Comments