ଓଡ଼ିଶା ଖବରନ୍ୟୁଜ୍ ବିଜୁଳି ଖୁଣ୍ଟାରେ ଆତ୍ମହତ୍ୟା By Odisha Halchal - April 15, 2022 0 59 FacebookTwitterPinterestWhatsApp ବିଜୁଳି ଖୁଣ୍ଟାରେ ଆତ୍ମହତ୍ୟା ବଲାଙ୍ଗୀର ସହରର ସାଡେଇପାଲି ଗ୍ରାମରେ ବନୁଥିବା ଲୋଅର ସୁକତେଲ ଘର ପାଖରେ ଆଜି ଏକ ଅଜଣା ବ୍ୟକ୍ତି ଇଲେଭେନ କେବିର ଖୁଣ୍ଟ ରେ ନିଜକୁ ଝୁଲାଇ ଆତ୍ମହତ୍ୟା କରିଛି ଇ ପର୍ଯ୍ୟନ୍ତ ଅଜଣା ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ