ଓଡ଼ିଶା ଖବରନ୍ୟୁଜ୍ମନୋରଞ୍ଜନ

ବାବୁସାନ ତାଙ୍କ ପରିବାର ଓ ଶ୍ୱଶୁରଙ୍କ ଗହଣରେ ଜନ୍ମଦିନ ପାଳିଲେ

ବାବୁସାନ ତାଙ୍କ ପରିବାର ଓ ଶ୍ୱଶୁରଙ୍କ ଗହଣରେ ଜନ୍ମଦିନ ପାଳିଲେ

କୌଣସି ଗଣମାଧ୍ୟମ ଘର ଆଗରେ ଗହଳି ନ କରିବାକୁ ଅନୁରୋଧ କଲେ ଅପରାଜିତା,କହିଲେ ଆମକୁ ଏକା ଛାଡ଼ି ଦିଅନ୍ତୁ
ଓଲିଉଡ଼୍ ବାବୁସାନ-ପ୍ରକୃତି-ତୃପ୍ତି ବିବାଦ ମାମଲା ଦିନକୁ ଦିନ ରୋଚକ ମୋଡ଼ ନେଉଥିବା ବେଳେ ଭିନ୍ନ ଭିନ୍ନ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ଆଜି ବାବୁସାନଙ୍କ ମା ଅପରାଜିତା ମହାନ୍ତି ଭିଡ଼ିଓ ପୋଷ୍ଟ କରି କହିଛନ୍ତି ଯେ କୌଣସି ଗଣମାଧ୍ୟମ ଘର ଆଗରେ ଗହଳି କରନ୍ତୁ ନାହିଁ ।କେବଳ ଏତିକି ନୁହେଁ ସେ ଏହା ମଧ୍ୟ କହିଛନ୍ତି ଯେ ବାବୁସାନ୍ ଙ୍କ ବାପାଙ୍କ ଦେହ ଭଲ ନାହିଁ ।

କେତେବେଳେ ଆମ୍ବୁଲାନ୍ସର ଆବଶ୍ୟକତା ପଡିପାରେ । ସହଯୋଗ ପାଇଁ ଅଶେଷ ଧନ୍ୟବାଦ । ଆମକୁ ଟିକେ ସମୟ ଦିଅନ୍ତୁ । ଏକୁଟିଆ ଛାଡିଦିଅନ୍ତୁ । ତେବେ ଗତକାଲି ବାବୁସାନ ମହାନ୍ତି ତାଙ୍କ ଜଗନ୍ନାଥ ବିହାର ସ୍ଥିତ ବାସଭବନରେ ତାଙ୍କର ଜନ୍ମଦିନ ପାଳିଥିଲେ ।

Related posts

ତୁ ଦିବ୍ୟାଙ୍ଗ, ଅଧିକ ଯୌତୁକ ଆଣିଲେ ଆସିବୁ

Odisha Halchal

ବାଘପାଲି ରେ ବକୁଳ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

Odisha Halchal

ଶ୍ରଦ୍ଧାଙ୍କ ସହ ବ୍ରେକଅପ୍‌କୁ ନେଇ ମୁହଁ ଖୋଲିଲେ ରୋହନ୍‌,ଜଣାନ୍ତୁ କଣ କହିଲେ

Odisha Halchal

Leave a Comment