ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ବାତ୍ୟାକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତ, ଜିଲ୍ଲାପାଳମାନଙ୍କୁ ଆଲର୍ଟରେ ରଖାଯାଇଛି: ମୁଖ୍ୟ ଶାସନ ସଚିବ

ବାତ୍ୟାକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତ, ଜିଲ୍ଲାପାଳମାନଙ୍କୁ ଆଲର୍ଟରେ ରଖାଯାଇଛି ମୁଖ୍ୟ ଶାସନ ସଚିବ

ବାତ୍ୟା ସମ୍ପର୍କରେ ଏ ଯାଏ ଜଣାପଡିନି କେଉଁ ଆଡ଼କୁ ଯିବ। ହେଲେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ଜିଲ୍ଲାପାଳମାନଙ୍କୁ ଆଲର୍ଟ କରିକି ରଖିଛୁ। ୩ ଦିନରେ ତା ଦିଗ ଜଣାପଡ଼ିବ। ସେହି ଅନୁସାରେ ଆମେ ପଦକ୍ଷେପ ନେବୁ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଦକ୍ଷିଣ ଅଣ୍ଡାମାନରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ତାହା ସକ୍ରିୟ ମଧ୍ୟ ରହିଛି। ଆସନ୍ତା ୬ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବ । ଲଘୁଚାପ ପରେ ଜଣା ପଡିବ ଏହା କେତେ ଘନୀଭୂତ ହେଉଛି ଏବଂ ବାତ୍ୟାର ରୂପ

Related posts

ଘରୁ ଡାକି ଯୁବକଙ୍କୁ ଛୁରାମାଡ଼

Odisha Halchal

ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର।ପୋଲିସର ତନା ଘନା

Odisha Halchal

ଇମ୍ରାନଙ୍କ ଘନିଷ୍ଠଙ୍କ ସହଯୋଗିଙ୍କ ଘର ଉପରେ ଚଢାଉ

Odisha Halchal

Leave a Comment