ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ବର୍ଷା ଓ ବଜ୍ରାଘାତ ନେଇ ୧୩ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରୀ

ବର୍ଷା ଓ ବଜ୍ରାଘାତ ନେଇ ୧୩ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରୀ

ବର୍ଷା ଓ ବଜ୍ରାଘାତ ନେଇ ୧୩ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି । ମାଲକାନଗିରି, ମୟୁରଭଞ୍ଜ, କୋରାପୁଟ୍‌,ନବରଙ୍ଗପୁର, କଳାହାଣ୍ଡି,ରାୟଗଡ଼ା,କନ୍ଧମାଳ,ଅନୁଗୁଳ,ଢେଙ୍କାନାଳ,ଯାଜପୁର,ଭଦ୍ରକ,ବାଲେଶ୍ୱର ଆଦି ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଂ ଜାରୀ କରାଯାଇଛି ।

ସୁଚନା ଅନୁସାରେ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଏହା ଆଣ୍ଡାମାନ ସାଗରର ଅବଶିଷ୍ଟାଂଶ, ଦକ୍ଷିଣ ପୂର୍ବ ବଙ୍ଗୋପସାଗର, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଆସନ୍ତା ୨୭ ତାରିଖ ସୁଦ୍ଧା କେରଳ ନିକଟରେ ମୌସୁମୀ ବାୟୁ ପହଞ୍ଚିବା ସମ୍ଭାବନା ରହିଛି ବୋଲି କହିଛନ୍ତି ଭାରତୀୟ ପାଣିପାଗ କେନ୍ଦ୍ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ।

Related posts

ପେଟ୍ରୋଲ-ଡିଜେଲର ଆକାଶ ଛୁଆଁ ଦର ଭିତରେ ଇଣ୍ଡିଆନ ଅୟଲ ମାଲାମାଲ, କଲା ରେକର୍ଡ ଲାଭ

Odisha Halchal

ଲକ୍ଷ ଲକ୍ଷ ଟଙ୍କାର ବ୍ରାଉନ ସୁଗାର

Odisha Halchal

ଖୋର୍ଦ୍ଧା ପୋଲିସକୁ ବଡଧରଣର ସଫଳତା

Odisha Halchal

Leave a Comment