ଓଡ଼ିଶା ଖବରନ୍ୟୁଜ୍

ବଜ୍ରରାଜନଗର ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ବଜ୍ରରାଜନଗର ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ବଜ୍ରରାଜନଗର ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ଉପନିର୍ବାଚନ ପାଇଁ ମେ ୪ ତାରିଖରେ ପ୍ରକାଶ ପାଇବ ଗେଜେଟ ବିଜ୍ଞପ୍ତି । ଏହାପରେ ମେ ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯିବ ।

ମେ ୧୨ ତାରିଖରେ ନାମାଙ୍କନ ଯାଞ୍ଚ କରାଯିବ ଏବଂ ୧୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟାହାର କରାଯିବ । ମେ ୩୧ ତାରିଖରେ ଭୋଟ ଗ୍ରହଣ ହେବ । ଏହାସହିତ ଜୁନ ୩ ତାରିଖରେ ଭୋଟ ଗଣତି କରାଯିବ ।

କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଖାଲିପଡିଛି ବ୍ରଜରାଜନଗର ଆସନ । ତେବେ ଉପନିର୍ବାଚନ ନେଇ ବିଧିବଦ୍ଧ ଭାବେ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

Related posts

ନିଜ ବାଇକ ରେ ନିଜେ ଦୁର୍ଘଟଣା

Odisha Halchal

ବାଇକ ଓ ଟ୍ରକ ଧକାରେ ଶିକ୍ଷକ ଗୁରୁତର ଓ ମୃତ୍ୟୁ

Odisha Halchal

ଜୀବନ ଯୁଦ୍ଧରେ ହାରିଲେ ଗୌରବ, ୪୦ ଫୁଟ୍ ଗଭିର ବୋରେୱେଲରେ ପଡ଼ି ୪ ବର୍ଷ ଶିଶୁର ମୃତ୍ୟୁ

Odisha Halchal

Leave a Comment