ଅପରାଧଓଡ଼ିଶା ଖବରନ୍ୟୁଜ୍

ପୋଲିସ ପଞ୍ଝାରେ ଆନ୍ତଃରାଜ୍ୟ ଡକାୟତ, ନାକା ପଏଣ୍ଟରୁ ୧୦ ଜଣ ଗିରଫ

ପୋଲିସ ପଞ୍ଝାରେ ଆନ୍ତଃରାଜ୍ୟ ଡକାୟତ, ନାକା ପଏଣ୍ଟରୁ ୧୦ ଜଣ ଗିରଫ

ଜଳେଶ୍ୱର ପୋଲିସକୁ ମିଳିଛି ବଡ ସଫଳତା । ଜଳେଶ୍ୱର ପୋଲିସ କବଜାରେ ପଡିଛନ୍ତି ଆନ୍ତରାଜ୍ୟ ଡକାୟତ । ରାଜଘାଟ ନାକା ପଏଣ୍ଟରୁ ପୋଲିସ ଡକାୟତଙ୍କୁ ଗିରଫ କରିଥିବା ଜଣାପଡିଛି ।

ତେବେ ଜଳେଶ୍ୱର ପୋଲିସ ୧୦ ଜଣ ଡକାୟତଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଡକାୟତ ହେଉଛନ୍ତି ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣାପଡିଛି ।

ଗିରଫ ଡକାୟତମାନଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଜବତ କରାଯାଇଛି । ଏହାସହିତ ଗୋଟିଏ ସ୍କର୍ପିଓ, ଗୋଟିଏ ଗାଡି ସହିତ ୧୦ଟି ମୋବାଇଲ ଫୋନ ପୋଲିସ ଜବତ କରିଛି ।

Related posts

ବିବାଦରୁ ସର୍ବନାଶ, ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

Odisha Halchal

ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

Odisha Halchal

ଚଇତି ପଡିଆ ଠାରେ ନିଯୁକ୍ତି ମେଳା

Odisha Halchal

Leave a Comment