ଅପରାଧଓଡ଼ିଶା ଖବରନ୍ୟୁଜ୍

ପୋଲିସ ନିରବତା କୁ ନେଇ ପ୍ରଶ୍ନ

ପୋଲିସ ନିରବତା କୁ ନେଇ ପ୍ରଶ୍ନ

ଭଦ୍ରକ :-(ରିପୋର୍ଟ -ଶୁଦ୍ଦେଶ ପରିଡ଼ା)ମୁଁ ମରିବା ପାଇଁ ଦାୟୀ ରହିବେ ପୋଲିସ ! ନ୍ୟାୟ ନ ପାଇ ଶେଷରେ ପେଟ୍ରୋଲ ଢ଼ାଳି ମରିବା ପାଇଁ ରେଡି ! ସେପଟେ ପୋଲିସ ନିରବତା କୁ ନେଇ ପ୍ରଶ୍ନ ? ୧୭ ଦିନ ବିତି ଯାଇଥିଲେ ବି ପୋଲିସ ଚୁପ୍ ନାବାଳିକା ନ୍ୟାୟ ପାଇବାରୁ ବଞ୍ଚିତ ।ଝିଅ କେଉଁଠି ଅଛି ଆଉ କିପରି ଅଛି ପରିବାର ଲୋକ ବ୍ୟାକୁଳ ।

ସେପଟେ ପୋଲିସ କେବଳ ଏକ କେଶ୍ ରୁଜୁ କରି ଚୁପ୍ ବସିଛି । ଘଟଣା ହେଉଛି ଧାମନଗର ଥାନା ଅନ୍ତର୍ଗତ ତାଳ ସିଠା ଗ୍ରାମରେ ଆରତୀ ଦାସ୍ ଙ୍କ କଥା ତାଙ୍କର ଏକ ନାବାଳିକା ଝିଅ ୧୭ ଦିନ ହେବ ନିଖୋଜ ଥିବା ବେଳେ ପରିବାର ଲୋକ ଅଭିଯୋଗ୍ କରୁଛନ୍ତି ସେ ପଇସା ଦେଇ ପାରୁ ନାହାଁନ୍ତି ବୋଲି ନ୍ୟାୟ ପାଉ ନାହାଁନ୍ତି ।ସରକାର ଙ୍କ ୫ ଟି ସରକାର ରେ ନାରୀ ମାନକ ସୁରକ୍ଷା ଏହି ପରି ହେଉଛି ।ତେବେ ଆଜି ନାବାଳିକା ମା ଏକ ପେଟ୍ରୋଲ ଭର୍ତି ବୋତଲ ଧରି କଣ୍ କହୁଛନ୍ତି ଆସନ୍ତୁ ଶୁଣିବା ।

ତେବେ ଆମେ ଜାଣିଛୁ ତାରିଖ କେବଳ କୋର୍ଟ ରେ ମିଲେ କିନ୍ତୁ ଆଜି କାଲି ପୋଲିସ ଷ୍ଟେସନ ରେ ବି ତାରିଖ ମିଳିବା ଆରମ୍ଭ ହେଇ ଗଲାଣି ।ପୋଲିସ ନ୍ୟାୟ ଦେବା ବଦଳରେ ଦେଉଛନ୍ତି ତାରିଖ ଆଜି ନାବାଳିକା ମା ଙ୍କୁ ପୁଣି ୩ ଦିନ ସମୟ ଦେଇଥିବା ବେଳେ ଆଗାମୀ ଦିନରେ ନ୍ୟାୟ ନ ମିଳିଲେ ଥାନା ଆଗରେ ପେଟ୍ରୋଲ ଢାଳି ଆତ୍ମାହୁତି ଦେବେ କଥା କହିଛନ୍ତି ।

Related posts

ନିଶା ମାଫିଆ ଅନୀଲ ପାଣ୍ଡିର ସମ୍ପତ୍ତି

Odisha Halchal

ପରକିୟା ପ୍ରୀତିରୁ ହତ୍ୟାକାଣ୍ଡ, ଗିରଫ ହେଲେ ୨ ଅଭିଯୁକ୍ତ

Odisha Halchal

ଜଙ୍ଗଲକୁ ୧୦ ଟିକିଆ ହାତୀପଲ

Odisha Halchal

Leave a Comment