25.1 C
Bhubaneswar
Saturday, October 16, 2021
No menu items!
Home ମୁଖ୍ୟ ଖବର ଅପରାଧ ପୋଲିସ ଦ୍ୱାରା ପେଟ୍ରୋଲିଂ ସମୟରେ ଗଞ୍ଜେଇ ଜବତ ୩ ଅଟକ

ପୋଲିସ ଦ୍ୱାରା ପେଟ୍ରୋଲିଂ ସମୟରେ ଗଞ୍ଜେଇ ଜବତ ୩ ଅଟକ

କଳାହାଣ୍ଡି:-କୋକସରା ପୋଲିସ ଦ୍ୱାରା ପେଟ୍ରୋଲିଂ ସମୟରେ ଗଞ୍ଜେଇ ଜବତ ୩ ଅଟକ ଗତକାଲି ରାତିରେ କୋକସରା ପୋଲିସ ଟେମରା ମଦଭାଟି ଛକ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ବୁଲେରୋକୁ ଅଟକାଇଥିଲା ।

କିନ୍ତୁ ଗାଡ଼ିଟି ରହିଲାନାହିଁ ପୋଲିସ ଗାଡ଼ିଟିକୁ ପିଛା କରିଥିବା ସମୟରେ ବୋଲେରୋ ଗାଡ଼ିଟିକୁ ସିର୍ଲିଗୁଡା ଟେମେରା ଭାଟି ଛକରେ ଡ୍ରାଇଭର ଗାଡ଼ିଟିକୁ ଛାଡି ସେଠାରୁ ଖସି ପଳାଇଥିବା ବେଳେ ପୋଲିସ ୩ ଅଭିଯୁକ୍ତକୁ ଗିରଫ କରିବା ସହ ବୁଲେରୋ ଗାଡ଼ିଟିକୁ ଜବତ କରିଥିଲେ ଓ ଗାଡ଼ିରୁ ପାଖାପାଖି ୪୫.୩୭୫ କେଜି ଗଞ୍ଜେଇ ଜବତ କରାଯାଇଛି ।

ଗିରଫ ୩ ଜଣ ହେଲେ କୋରାପୁଟ ଜିଲ୍ଲା ପାଡୁଆ ଗାଁର ଭିକାରୀ ଖରା ଗୋବିନ୍ଦ ପୂଝାରୀ ଓ ଅନ୍ୟ ଏକ ଯୁବକ ଅଠାଗୁଡା ଗାଁର ଶଙ୍କର ରାଓ କୁଡ଼ା ବୋଲି ଜଣାପଡିଛି। ଏହି ଘଟଣା କୁ ନେଇ କୋକସରା ଥାନାରେ ଏକ ମାମଲା ରୁଜୁ କରାଯାଇଛି ତିନି ଅଭିଯୁକ୍ତ ଙ୍କୁ ଗିରଫ କରି ଆଜି ଗଣମାଧ୍ୟମ କୁ କୋକସରା ପୋଲିସ ସୁଚନା ଦେଇଛନ୍ତି।।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ, ହ୍ୱାଟସ୍‌ଆପ୍ ଓ ମ୍ୟାସେଞ୍ଜର ୬ ଘଣ୍ଟା ପର୍ଯ୍ୟନ୍ତ ଡାଉନ୍ ରହିବା ପରେ ପୁଣି କାମ କରୁଛି

ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ, ହ୍ୱାଟସ୍‌ଆପ୍ ଓ ମ୍ୟାସେଞ୍ଜର ପୁଣି କାମ କରୁଛି । କିଛି ଘଣ୍ଟା ପାଇଁ ଏହା ଡାଉନ୍ ରହିବା ପରେ ଗୋଟିକ ପରେ ଗୋଟିଏ ସେବା ପୁଣି ଥରେ ଆରମ୍ଭ ହୋଇଯାଇଛି...

ପଣ୍ଡରାପଥର ଠାରେ ଗାନ୍ଧୀ ଜୟନ୍ତୀ ପାଳନ

ନୂଆପଡା :-(ରିପୋର୍ଟ -ତେଜୁରାମ ନାଏକ ସହ ଘନଶ୍ୟାମ ନାଏକ)କୋମନା ବ୍ଲକ ଓ ସିନାପାଲି ବ୍ଲକ ଅନ୍ତର୍ଗତ MTSC, ପଣ୍ଡରାପଥର ଓ ରାଜଶ୍ରୀ ପବ୍ଲିକ ସ୍କୁଲ, ସିନାପାଲି ଠାରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି....

ଲକ୍ଷ୍ୟାଧିକ ଟଙ୍କାର ସାଗୁଆନ କାଠ ଜବତ, ଦୁଇ ଗିରଫ

ମାଲକାନଗିରି:-(ରିପୋର୍ଟ- କ୍ରିଷ୍ଣପଦୋ ରାୟ) ବନ ବିଭାଗ ହାତରେ ଧରାପଡିଲେ କାଠ ମାଫିଆ । ଜବତ ହେଲା ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ । ମାଲକାନଗିରି ଜିଲ୍ଲାରେ ଏପରି ଘଟଣା ବାରମ୍ବାର ଘଟୁଥିଲେ ହେଁ...

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା 2 ମୃତ

ରାୟଗଡା :-(ରିପୋର୍ଟ -କାଁହୁଚରଣ ପାଢ଼ୀ) ଗୁଣୁପୁର ଥାନା ଅନ୍ତର୍ଗତ ଲିମାମେଡା ଗ୍ରାମ ନିକଟରେ ଏକ ବାଇକ ଦୁର୍ଘଟଣା ରେ 2 ଜଣ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଦୁର୍ଘଟଣା...

Recent Comments