Tuesday, August 9, 2022
Homeଅପରାଧପୋଲିସ ଉପରେ ଆକ୍ରମଣ, ସାତ ମହିଳା ଗିରଫ

ପୋଲିସ ଉପରେ ଆକ୍ରମଣ, ସାତ ମହିଳା ଗିରଫ

ପୋଲିସ ଉପରେ ଆକ୍ରମଣ ଘଟଣାରେ ପୋଲିସ ସାତ ଜଣ ମହିଳାଙ୍କୁ ଗିରଫ କରିଛି। ଘଟଣା ଘଟିଛି ସଦରଥାନା ବ୍ରାହ୍ମଣୀ ବାଛପୁର ଗାଁ। ଏକଚୋରା ଗାଡି ବୋଲେରୋ ଯାଞ୍ଚ ପାଇଁ ବୈୟରୀ ଥାନା ଓ ବରୀ ଥାନା ତରପରୁ ଚଢ଼ାଉ କରାଯାଇଥିବା ସମୟରେ ପୋଲିସ ଉପରେ ହୋଇଥିଲା ଆକ୍ରମଣ। ସଦରଥାନା ମାମଲା ରୁଜୁ ପରେ ଏହି ଘଟଣାରେ ସାତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସଦରଥାନା ପୋଲିସ ।

RELATED ARTICLES

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.

- Advertisment -spot_img

ଲୋକପ୍ରିୟ ଖବର