ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ପୁଣି କଳିଙ୍ଗା ଘାଟିରେ ଓଲଟିଲା ବସ

ପୁଣି କଳିଙ୍ଗା ଘାଟିରେ ଓଲଟିଲା ବସ

ଗଞ୍ଜାମ:-(ରିପୋର୍ଟ -ଅନିଲ ସେଠି)ପୁଣି ଥରେ ଓଲଟିଲା ଟୁରିଷ୍ଟ ବସ ଗଞ୍ଜାମ କନ୍ଧମାଳ ସୀମାନ୍ତର କଳିଙ୍ଗା ଘାଟିରେ ରେ ଘଟିଛି ଏପରି ଘଟଣା ମିଳିଥିବା ସୂଚନା ଅନୁଯାଇ ବସ ଟି ପଶ୍ଚିମବଙ୍ଗ ହାୱାଡା ଜିଲ୍ଲା ଉଦନପୁର ରୁ ପଯ୍ୟଟକ ଙ୍କୁ ନେଇଆସିଥିଲା ।

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ରୁ ବିଶାଖାପାଟଣା ଅଭିମୁଖେ ଯାତ୍ରା କରୁଥିଲା କଳିଙ୍ଗା ଘାଟି ମାଧ୍ୟ୍ୟ ଭାଗରେ ଗାଡିର ବ୍ରେକ ପାଇପ ଫାଟି ଯାଇଥିବାରୁ ଦୃଘଟଣା ହେଇଥିବା ଜଣା ପଡିଛି ।

ଦୃଘଟଣା ରେ 5ଜଣକ ମୃତୁଏବଂ 30ରୁ ଉର୍ଦ୍ଧ ଗୁରୁତର ହୋଇଥିବା ଜଣାପଡିଛି ଆହତ ମାନଙ୍କୁ ଦମକଳ ବାହିନୀ ଏବଂ ସ୍ଥାନୀୟ ଲୋକ ମାନଙ୍କ ସାହାଯ୍ୟରେ ଉଦ୍ଧାର କରି ପ୍ରଥମେ ଭଞ୍ଜନଗର ମେଡିକାଲ ଅଣାଯାଇଥିଲା ପରେ ଗୁରୁତର ମାନଙ୍କୁ ଡାକ୍ତର ବ୍ରହ୍ମହପୁର ବଡ ମେଡିକାଲ ପଠାଇ ଥିବା ଜଣାପଡିଛି ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ କରୁଛି ।

Related posts

ଯାଜପୁର ର ବିଷୁବ ଉତ୍ସବ ଅନୁଷ୍ଠିତ

Odisha Halchal

ବିପଦପୂର୍ଣ୍ଣଭାବେ ଗଛ କାଟୁଥିବାବେଳେ ଗଛରୁ ପଡି ଘଟଣା ସ୍ଥଳରେ ହିଁ ମୃତ୍ୟୁ

Odisha Halchal

ଜିଲ୍ଲା ରେ ପୁଣି ବାଘ ଆତଙ୍କ ଗୁହାଳରେ ପଶି ବଳଦ କୁ କଲା ଶିକାର

Odisha Halchal

Leave a Comment