27.1 C
Bhubaneswar
Wednesday, September 29, 2021
No menu items!
Home ଏକ୍ସକ୍ଲୁସିଭ୍ ଭିଡ଼ିଓ ପହିଲ ବଢିଆ ଙ୍କ ପାଇଁ ସାତସପନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ପହିଲ ବଢିଆ ଙ୍କ ପାଇଁ ସାତସପନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ବଲାଙ୍ଗିର:-(ରିପୋର୍ଟ – ପ୍ରମୋଦ କୁମାର ବେହେରା)ସରକାର ଗରିବ ଲୋକଙ୍କୁ ଠିକ୍ ଭାବରେ ରହିବାକୁ ଅନେକ ଯୋଜନା କରି ଆବାସ ଗୃହ ପ୍ରଦାନ କରୁଛନ୍ତି! ହେଲେ ତାହା ବାଟମାରଣା କରି ଅଯୋଗ୍ୟ ହିତାଧୀକାରୀ ଙ୍କୁ ଦେଉଛନ୍ତି ବ୍ଳକ ପ୍ରଶାସନ ଓ ପଞ୍ଚାୟତ ଅଧିକାରୀମାନେ ! ସୂଚନାଯୋଗ୍ୟ ଯେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ଭଇଁସା ପଂଚାୟତ ମସିଣାଛାପର ଗାଁର ପହିଲ ବଢିଆ !

ପରିବାର କହିଲେ ଗୋଟିଏ ପୁଅସହ ଗୋଟେ ଝିଅ ଓ ସ୍ତ୍ରୀ ତାଙ୍କ ସ୍ତ୍ରୀ ଓ ଝିଅ ପହିଲବଢିଆ ଙ୍କୁ ଛାଡି ସ୍ୱର୍ଗକୁ ଚାଲିଗଲେ ତାଙ୍କ ପୁଅ ଦଇତାରୀ ବଢିଆ ଦିନ ମଞ୍ଜୁରୀଆ ଭାବେ କାମ କରି ପେଟପୋଷନ୍ତି ସେହି ଘର ଟିଏ ତୋଳିବା ପାଇଁ ସେମାନେ ଅସମର୍ଥ।ଗୋଟେ ପଟେ ସରକାର ଢେଣ୍ଡୁରା ପିଟୁଛନ୍ତି ୨୦୨୨ ସୁଦ୍ଧା ସମସ୍ତଙ୍କର ପକ୍କାଘର ହୋଇଯିବ ବୋଲି କିନ୍ତୁ ତାହା ସତରେ କଣ ସମ୍ଭବ ହୋଇପାରୁଛି। ବାରମ୍ବାର ବ୍ଳକ ଓ ପଞ୍ଚାୟତ ଅଧିକାରୀ ମାନଙ୍କୁ ଜଣାଇଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି !

ସମସ୍ତେ ଗରିବ ଓ ଅସହାୟ । ଚାଳ ଛପର ଘରେ ବାସକରନ୍ତି ! କାହାରିକୁ ଆବାସ ଯୋଜନାରେ ଘର ଖଣ୍ଡେଏପର୍ଯ୍ୟନ୍ତ ମିଳନାହିଁ ସେମାନେ କହିଛନ୍ତି ତାଙ୍କ ଗ୍ରାମରେ ଯେଉଁ ମାନଙ୍କର ପକାଘର ଥାଇବି ସେମାନଙ୍କୁ ମିଳୁଛି ଘର କିନ୍ତୁ ଗରିବ ଲୋକଙ୍କୁ ମିଳିପାରୁନି ଘରଟିଏ ବଢିଆ ପରିବାର କୁ ଅଣଦେଖା କରିଛନ୍ତି ସ୍ଥାନୀୟ ପ୍ରଶାସନ।

ସରପଞ୍ଚ ଶ୍ରୀମତୀ କୁମଦିନୀ ନାଏକ ମହୋଦୟା ଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ବି କାଗଜପତ୍ର ରେ ରହିଯାଇଛି ସମସ୍ତ ଯୋଜନା। ପ୍ରମୁଖ ଯୋଗ୍ୟ ହିତାଧିକାରୀ ହୋଇଥଲେ ମଧ୍ୟ ଆବାସ ଯୋଜନାରୁ ବଞ୍ଚିତ ଅଛନ୍ତି। ପ୍ରଶାସନକୁ ଗୁହାରୀ କରିଛନ୍ତି ଯେ ତାଙ୍କୁ ଆବାସ ଯୋଜନାରେ ଘର ଯୋଗେଇଦେବାକୁ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଲ୍ୟାଣ୍ଡଫଲ କଲା ବାତ୍ୟା“ଗୁଲାବ” ତିନି ଘଣ୍ଟା ଧରି ଚାଲିବ ପ୍ରକ୍ରୀୟା

ଆନ୍ଧ୍ରପ୍ରଦେଶର କାଲିଙ୍ଗପାଟନମ୍ ଏବଂ ଓଡିଶାର ଗୋପାଳପୁର ମଧ୍ୟରେ ବାତ୍ୟା “ଗୁଲାବ” ଲ୍ୟାଣ୍ଡଫଲ ପ୍ରକ୍ରୀୟା ଆରମ୍ଭ କରିଛି। ଏହି ଅବତରଣ ପ୍ରକ୍ରିୟା ତିନି ଘଣ୍ଟା ଧରି ଚାଲିବ ବୋଲି ଭାରତ ପାଣିପାଗ ବିଭାଗ ଡିଜି...

ଗୁଣିଗାରେଡ଼ି ସନ୍ଦେହରେ ଗଲା କାଟି ହତ୍ୟା

ମାଲକାନଗିରି 🙁 ରିପୋର୍ଟ- କ୍ରିଷ୍ଣପଦୋ ରାୟ) କାଲିମେଳା ବ୍ଲକ ଅନ୍ତର୍ଗତ ଏମ:ଭି ୭୯ ଥାନା ଅଧିନସ୍ଥ କୋଟମେଟଲା ଗ୍ରାମ ରେ ଘଟିଛି ଏକ ଅଭାବନୀୟ ଘଟଣା। ଗତକାଲି ବିଳମ୍ବିତ ରାତିରେ ଗ୍ରାମର ସୁବା...

ସାମୁଦ୍ରିକ ଝଡ଼ ‘ଗୁଲାବ’ ସ୍ଥଳଭାଗ ଆଡ଼କୁ ଅଗ୍ରସର

ସାମୁଦ୍ରିକ ଝଡ଼ ‘ଗୁଲାବ’ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି । ଏହା ଗୋପାଳପୁର ଠାରୁ ରିପୋର୍ଟ ଲେଖାଯିବା ବେଳକୁ ୩୧୦ କିମି ଦୂରରେ ରହିଛି । ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର...

ରାଜ୍ୟ ସ୍ତରୀୟ ମାଟିଲଗ୍ନା ଛାତ୍ର ମେଧା ସମ୍ମାନ

ମାଲକାନଗିରି :-(ରିପୋର୍ଟ- କ୍ରିଷ୍ଣପଦୋ ରାୟ)ମାଆ, ମାତୃଭୂମି ଓ ମାତୃଭାଷାର ସୁରକ୍ଷା ପାଇଁ ଗତ ଏକ ବର୍ଷ ଧରି ଓଡ଼ିଶାର ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରଚାର ପ୍ରସାର ପାଇଁ ଅଣ୍ଟା ଭିଡିଥିବା ମାଟିଲଗ୍ନା ସାହିତ୍ୟ...

Recent Comments