Friday, October 7, 2022
Homeଓଡ଼ିଶା ଖବରପଞ୍ଚାୟତ ସମିତିରେ ପ୍ରଥମ ସାଧାରଣ ବୈଠକ

ପଞ୍ଚାୟତ ସମିତିରେ ପ୍ରଥମ ସାଧାରଣ ବୈଠକ

କେନ୍ଦ୍ରାପଡ଼ା:-(ରିପୋର୍ଟ-ଭରତ ଚରଣ ପରିଡା)ପାଟକୁରା ନିର୍ବାଚନ ମଣ୍ଡଳୀର ଗରଦପୁର ପଞ୍ଚାୟତ ସମିତିରେ ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ। ଏହି ବୈଠକରେ ସମ୍ମାନୀୟା ପାଟକୁରା ବିଧାୟୀକା ଙ୍କ ପ୍ରତିନିଧୀ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ସଂଜୟ ଅଗ୍ରୱ୍ଵାଲା ମହୋଦୟ,ନବନିର୍ବାଚିତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଭୟ କୁମାର ମହାରାଜ , ଉପାଧ୍ୟକ୍ଷା ଶ୍ରୀମତୀ ସୌଦାମିନି ଆଚାର୍ଯ୍ୟ, ସାଂସଦଙ୍କ ପ୍ରତିନିଧି, ଜିଲ୍ଲାପରିଷଦ ସଭ୍ୟ ଶ୍ରୀଯୁକ୍ତ ସତ୍ୟାନନ୍ଦ ରାଉତ, ସଭ୍ୟା ଏଲିଜା ସ୍ଵାଇଁ ଓ ଡଲି ସତପଥୀଙ୍କ ସମେତ ବ୍ଳକର ସମସ୍ତ ସମିତି ସଭ୍ୟ ସଭ୍ୟା ଓ ସରପଞ୍ଚ ତଥା ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଏହି ବୈଠକରେ ବିଭିନ୍ନ ପଞ୍ଚାୟତର ପାଣି ପ୍ରକଳ୍ପ ସମାସ୍ୟା, କୃଷି ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଓ ମହିଳା ଓ ଶିଶୁ ବିକାଶ ବିଷୟରେ ଆଲୋଚନା କରିଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.

- Advertisment -spot_img

ଲୋକପ୍ରିୟ ଖବର