ଓଡ଼ିଶା ଖବରନ୍ୟୁଜ୍

ପଞ୍ଚାୟତ ସମିତିରେ ପ୍ରଥମ ସାଧାରଣ ବୈଠକ

ପଞ୍ଚାୟତ ସମିତିରେ ପ୍ରଥମ ସାଧାରଣ ବୈଠକ

କେନ୍ଦ୍ରାପଡ଼ା:-(ରିପୋର୍ଟ-ଭରତ ଚରଣ ପରିଡା)ପାଟକୁରା ନିର୍ବାଚନ ମଣ୍ଡଳୀର ଗରଦପୁର ପଞ୍ଚାୟତ ସମିତିରେ ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ। ଏହି ବୈଠକରେ ସମ୍ମାନୀୟା ପାଟକୁରା ବିଧାୟୀକା ଙ୍କ ପ୍ରତିନିଧୀ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ସଂଜୟ ଅଗ୍ରୱ୍ଵାଲା ମହୋଦୟ,ନବନିର୍ବାଚିତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଭୟ କୁମାର ମହାରାଜ , ଉପାଧ୍ୟକ୍ଷା ଶ୍ରୀମତୀ ସୌଦାମିନି ଆଚାର୍ଯ୍ୟ, ସାଂସଦଙ୍କ ପ୍ରତିନିଧି, ଜିଲ୍ଲାପରିଷଦ ସଭ୍ୟ ଶ୍ରୀଯୁକ୍ତ ସତ୍ୟାନନ୍ଦ ରାଉତ, ସଭ୍ୟା ଏଲିଜା ସ୍ଵାଇଁ ଓ ଡଲି ସତପଥୀଙ୍କ ସମେତ ବ୍ଳକର ସମସ୍ତ ସମିତି ସଭ୍ୟ ସଭ୍ୟା ଓ ସରପଞ୍ଚ ତଥା ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଏହି ବୈଠକରେ ବିଭିନ୍ନ ପଞ୍ଚାୟତର ପାଣି ପ୍ରକଳ୍ପ ସମାସ୍ୟା, କୃଷି ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଓ ମହିଳା ଓ ଶିଶୁ ବିକାଶ ବିଷୟରେ ଆଲୋଚନା କରିଥିଲେ।

Related posts

୧୧ ଦିନରେ ଧରା ପଡିଲେ ଆନ୍ତରାଜ୍ୟ ହତ୍ୟାକାରୀ

Odisha Halchal

ପ୍ରସିଦ୍ଧ ଝାମୁଯାତ୍ରା ଆସନ୍ତା 8 ରୁ ଆରମ୍ଭ

Odisha Halchal

ଶ୍ୱାସରୁଦ୍ଧ ହୋଇ ତିନି ମୃତ, ଶୋଇଥିବା ବେଳେ ବନ୍ଦ କରିନଥିଲେ ଗ୍ୟାସ୍‌

Odisha Halchal

Leave a Comment