ଓଡ଼ିଶା ଖବରନ୍ୟୁଜ୍

ନୟାଗଡରେ ମୃଦୁ ଭୂମିକମ୍ପ, ୫ ସେକେଣ୍ଡ ଲେଖାଏଁ ଦୁଇଥର ଭୂମିକମ୍ପ ଅନୁଭୂତ

ନୟାଗଡ ଜିଲ୍ଲା ଦଶପଲ୍ଲାରେ ଭୂମିକମ୍ପ ଅନୁଭଊତ ହୋଇଛି । ସହର ଓ ଆଖପାଖ ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ତେବେ ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।

୫ ସେକେଣ୍ଡ ଲେଖାଏଁ ଦୁଇ ଥର ଭୂମିକମ୍ପ ଅନୁଭୂତ ହୋଇଛି । ତେବେ ଏହି ଭୂମିକମ୍ପ ହେବା ନେଇ ଲୋକମାନେ ଭୟଭୀତ ହୋଇପଡିଥିଲେ । ଭୂମିକମ୍ପ ହେବା ପରେ ଲୋକମାନେ ଭୟରେ ଘର ଛାଡି ବାହାରକୁ ପଳାଇଥିଲେ ।

ସେପଟେ ଭୂମିକମ୍ପର ତୀବ୍ରତା ଏଯାଏ ଜଣାପଡିନାହିଁ । ଏହାସହିତ ଏଥିରେ କାହାର କିଛି କ୍ଷତି ହୋଇନଥିବା ମଧ୍ୟ ସୂଚନା ମିଳିଛି ।

Related posts

ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ଦାବି

Odisha Halchal

ଚନ୍ଦ୍ରଗ୍ରହଣରେ ଓଡ଼ିଶାରେ ଏପରି ଦେଖାଗଲା ଚନ୍ଦ୍ର

Odisha Halchal

ପଲିଥିନରୁ ପେଟ୍ରୋଲ : ୨ କେଜି ଆବର୍ଜନାରୁ ବାହାରୁଛି ୧ ଲିଟର ଇନ୍ଧନ

Odisha Halchal

Leave a Comment