Tuesday, October 4, 2022
Homeଓଡ଼ିଶା ଖବରନୟାଗଡରେ ମୃଦୁ ଭୂମିକମ୍ପ, ୫ ସେକେଣ୍ଡ ଲେଖାଏଁ ଦୁଇଥର ଭୂମିକମ୍ପ ଅନୁଭୂତ

ନୟାଗଡରେ ମୃଦୁ ଭୂମିକମ୍ପ, ୫ ସେକେଣ୍ଡ ଲେଖାଏଁ ଦୁଇଥର ଭୂମିକମ୍ପ ଅନୁଭୂତ

ନୟାଗଡ ଜିଲ୍ଲା ଦଶପଲ୍ଲାରେ ଭୂମିକମ୍ପ ଅନୁଭଊତ ହୋଇଛି । ସହର ଓ ଆଖପାଖ ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ତେବେ ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।

୫ ସେକେଣ୍ଡ ଲେଖାଏଁ ଦୁଇ ଥର ଭୂମିକମ୍ପ ଅନୁଭୂତ ହୋଇଛି । ତେବେ ଏହି ଭୂମିକମ୍ପ ହେବା ନେଇ ଲୋକମାନେ ଭୟଭୀତ ହୋଇପଡିଥିଲେ । ଭୂମିକମ୍ପ ହେବା ପରେ ଲୋକମାନେ ଭୟରେ ଘର ଛାଡି ବାହାରକୁ ପଳାଇଥିଲେ ।

ସେପଟେ ଭୂମିକମ୍ପର ତୀବ୍ରତା ଏଯାଏ ଜଣାପଡିନାହିଁ । ଏହାସହିତ ଏଥିରେ କାହାର କିଛି କ୍ଷତି ହୋଇନଥିବା ମଧ୍ୟ ସୂଚନା ମିଳିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.

- Advertisment -spot_img

ଲୋକପ୍ରିୟ ଖବର