ଅପରାଧଓଡ଼ିଶା ଖବରନ୍ୟୁଜ୍

ନିଶା ମାଫିଆ ଅନୀଲ ପାଣ୍ଡିର ସମ୍ପତ୍ତି

ନିଶା ମାଫିଆ ଅନୀଲ ପାଣ୍ଡିର ସମ୍ପତ୍ତି ଜବତ

କୁଖ୍ୟାତ ନିଶା ମାଫିଆ ଅନୀଲ ପାଣ୍ଡିର ସମ୍ପତ୍ତି ଜବତ ଘଟଣା । ଆଉ ୨୫ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କଲା ଏସ୍‌ଟିଏଫ୍‌ ।ଯେଉଁଥିରେ ରହିଛି ଗୋଟିଏ ମହିନ୍ଦ୍ରା ବୋଲେରୋ ପ୍ଲସ୍‌ ଏବଂ ମହିନ୍ଦ୍ରା ଏକ୍ସୟୁଭି ।

ସେହିପରି ପୂର୍ବରୁ ଅନୀଲର ୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଏସ୍‌ଟିଏଫ୍‌ । ଫେରାର ଅନୀଲ ପାଣ୍ଡିର ନିଶା କାରବାର ଓଡ଼ିଶାରୁ ଗୁଜରାଟ ଯାଏଁ ଲମ୍ବିଛି। ଗୁଜୁରାଟରେ ୧୧ଟି NDPS କେସ୍‌ରେ ସମ୍ପୃକ୍ତ ଥିବା ଅନୀଲ ମୋଷ୍ଟ ୱାଣ୍ଟେଡ ତାଲିକାଭୁକ୍ତ ରହିଛି । ପୂର୍ବରୁ ଅନୀଲ ପାଣ୍ଡିର ଭାଇ ସୁନୀଲ ପାଣ୍ଡିକୁ ଗିରଫ କରିଛି ଗୁଜୁରାଟ ପୋଲିସ । ହେଲେ ଅନୀଲ ପାଣ୍ଡି ଫେରାର୍‌ ହୋଇଯାଇଥିଲା ।

Related posts

ଭାରତୀୟ ଔଷଧର ବିଶ୍ୱସନୀୟତାରେ କଳାଦାଗ

Odisha Halchal

ବ୍ଲକ ଉପାଧ୍ୟକ୍ଷଙ୍କ ଦାଦାଗିରି

Odisha Halchal

ସାନ ଭଉଣୀଙ୍କୁ ଉଦ୍ଧାର କରିବାକୁ ଯାଇ ବଡ଼ ଭଉଣୀର ଚାଲିଗଲା ଜୀବନ

Odisha Halchal

Leave a Comment