27.1 C
Bhubaneswar
Wednesday, September 29, 2021
No menu items!
Home ଜୀବନଚର୍ଯ୍ୟା ନିମ ଚା' ଶରୀର ପାଇଁ ଅନେକ ଉପକାରୀ

ନିମ ଚା’ ଶରୀର ପାଇଁ ଅନେକ ଉପକାରୀ

ନିମ ଚା’ ହେଉଛି ଏକ ହର୍ବାଲ୍ ତିକ୍ତଯୁକ୍ତ ଚା, ଯାହାକୁ ଆୟୁର୍ବେଦର ବିଭିନ୍ନ ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଏ । ନିମ ଚା ଦାନ୍ତକୁ ସଫା ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

ଶରୀରର ବିଭିନ୍ନ ରୋଗକୁ ଦୂର କରିବାରେ ନିମ ଚା’ର ଉପଯୋଗ କରାଯାଇଥାଏ । ଆସନ୍ତୁ ଜାଣିବା ନିମ ଚା’ର ଫାଇଦା ବିଷୟରେ ।

ଶରୀରରେ କୌଣସି ଅଙ୍ଗରେ ଘା’ ଓ ଚର୍ମରୋଗର ଉପଚାର ପାଇଁ ନିମ ପତ୍ରକୁ ବ୍ୟବହାର କରାଯାଇଥାଏ ।
ବ୍ୟାକ୍ଟେରିଆ ଓ ଭାଇରସ ବିରୋଧରେ ଏହା ଲଢ଼େଇ କରିଥାଏ । ନିମ୍ନ ଚା ସେବନ ଦ୍ୱାରା ମୁଖ ଦୁର୍ଗନ୍ଧ ଦୂର ହୋଇଥାଏ ।
ଯଦି ଆପଣ ଚାପରେ ରହୁଛନ୍ତି, ତେବେ ନିମ ଚା ଚାପମୁକ୍ତ କରିବାରେ ସହାୟତା କରିଥାଏ ।
ଏହାବ୍ୟତୀତ ଏହା ରୋଗପ୍ରତିରୋଧ ପରି କାର୍ଯ୍ୟ କରିବା ସହ ଶରୀରରେ ରକ୍ତକୁ ପରିଷ୍କାର ରଖିଥାଏ ।
ଶରୀରରେ ସୃଷ୍ଟି ହେଉଥିବା କ୍ୟାନସର କୋଷକୁ ନିମ ଚା ବଢ଼ିବାକୁ ଦିଏ ନାହିଁ । ଗର୍ଭବତୀ ମହିଳାମାନେ ଡାକ୍ତରଙ୍କ ସହ ପରାମର୍ଶ କରି ଏହା ସେବନ କରିବା ଦରକାର ।
ଅଙ୍ଗ ପ୍ରତ୍ୟାରୋପ କିମ୍ବା କୌଣସି ସର୍ଜରୀ କରାଇଥିବା ରୋଗୀମାନେ ନିମ ଚା ପିଇବା ଅନୁଚିତ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଲ୍ୟାଣ୍ଡଫଲ କଲା ବାତ୍ୟା“ଗୁଲାବ” ତିନି ଘଣ୍ଟା ଧରି ଚାଲିବ ପ୍ରକ୍ରୀୟା

ଆନ୍ଧ୍ରପ୍ରଦେଶର କାଲିଙ୍ଗପାଟନମ୍ ଏବଂ ଓଡିଶାର ଗୋପାଳପୁର ମଧ୍ୟରେ ବାତ୍ୟା “ଗୁଲାବ” ଲ୍ୟାଣ୍ଡଫଲ ପ୍ରକ୍ରୀୟା ଆରମ୍ଭ କରିଛି। ଏହି ଅବତରଣ ପ୍ରକ୍ରିୟା ତିନି ଘଣ୍ଟା ଧରି ଚାଲିବ ବୋଲି ଭାରତ ପାଣିପାଗ ବିଭାଗ ଡିଜି...

ଗୁଣିଗାରେଡ଼ି ସନ୍ଦେହରେ ଗଲା କାଟି ହତ୍ୟା

ମାଲକାନଗିରି 🙁 ରିପୋର୍ଟ- କ୍ରିଷ୍ଣପଦୋ ରାୟ) କାଲିମେଳା ବ୍ଲକ ଅନ୍ତର୍ଗତ ଏମ:ଭି ୭୯ ଥାନା ଅଧିନସ୍ଥ କୋଟମେଟଲା ଗ୍ରାମ ରେ ଘଟିଛି ଏକ ଅଭାବନୀୟ ଘଟଣା। ଗତକାଲି ବିଳମ୍ବିତ ରାତିରେ ଗ୍ରାମର ସୁବା...

ସାମୁଦ୍ରିକ ଝଡ଼ ‘ଗୁଲାବ’ ସ୍ଥଳଭାଗ ଆଡ଼କୁ ଅଗ୍ରସର

ସାମୁଦ୍ରିକ ଝଡ଼ ‘ଗୁଲାବ’ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି । ଏହା ଗୋପାଳପୁର ଠାରୁ ରିପୋର୍ଟ ଲେଖାଯିବା ବେଳକୁ ୩୧୦ କିମି ଦୂରରେ ରହିଛି । ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର...

ରାଜ୍ୟ ସ୍ତରୀୟ ମାଟିଲଗ୍ନା ଛାତ୍ର ମେଧା ସମ୍ମାନ

ମାଲକାନଗିରି :-(ରିପୋର୍ଟ- କ୍ରିଷ୍ଣପଦୋ ରାୟ)ମାଆ, ମାତୃଭୂମି ଓ ମାତୃଭାଷାର ସୁରକ୍ଷା ପାଇଁ ଗତ ଏକ ବର୍ଷ ଧରି ଓଡ଼ିଶାର ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରଚାର ପ୍ରସାର ପାଇଁ ଅଣ୍ଟା ଭିଡିଥିବା ମାଟିଲଗ୍ନା ସାହିତ୍ୟ...

Recent Comments