29.1 C
Bhubaneswar
Saturday, October 16, 2021
No menu items!
Home ମୁଖ୍ୟ ଖବର ଅପରାଧ ନକଲି ବିଦ୍ୟୁତ୍ ବିଲ୍ ଗ୍ରାହକ ଙ୍କୁ ଦେଇ ଠକୁଥିବା ଅଭିଯୁକ୍ତ

ନକଲି ବିଦ୍ୟୁତ୍ ବିଲ୍ ଗ୍ରାହକ ଙ୍କୁ ଦେଇ ଠକୁଥିବା ଅଭିଯୁକ୍ତ

ମାଲକାନଗିରି:- ତାରିଖ ୧୩/୦୯/୨୦୨୧ ( ରିପୋର୍ଟ- କ୍ରିଷ୍ଣପଦୋ ରାୟ) ମାଲକାନଗିରି ଜିଲ୍ଲାର ବାଲିମେଳା ଅଞ୍ଚଳରେ , କେତେକ ନିର୍ଦ୍ଦିଷ୍ଟ ଗ୍ରାମ ରେ ବିଦ୍ୟୁତ୍ ବିଲ୍ ଉପଭୋକ୍ତା ଙ୍କୁ ଯୋଗାଇ ଥିଲେ ଏହି ବାବୁ ଜଣକ,

ତେବେ ବାଲିମେଳା ର ଜଣେ ବ୍ୟକ୍ତି ଏହି ବାବଦରେ ଥାନାରେ ଏକ ଅଭିଯୋଗ କରିଥିଲେ, ଅଭିଯୋଗ ଆଧାରରେ ବାଲିମେଳା ପୋଲିସ ର ଟିମ୍ ଘଟଣାକୁ ଦୃଢ଼ତା ର ସହିତ ନେଇ ଛାନ, ଭିନ କରିଥିଲେ, ଏବଂ ଶେଷରେ ତାହା ଶତ ପ୍ରମାଣିତ ହୋଇଥିଲା

ତେବେ ଏହି ନକଲି ବିଲ ଉପଭୋକ୍ତା ଙ୍କୁ ପ୍ରଦାନ କରି, ସେମାନଙ୍କ ଠାରୁ ହଜାର ,ହଜାର ଟଙ୍କା ହାତେଇ ନେଇଥିଲେ ଅଭିଯୁକ୍ତ, ଆଉ ଅଭିଯୁକ୍ତ ଜଣଙ୍କ ହେଲେ ଓରକେଲ୍ ଥାନା ଅନ୍ତର୍ଗତ ଏମ୍.ଭି ୩୦ ନମ୍ବର ଗ୍ରାମ ର ନବୋ କୁମାର ବିଶ୍ବାସ , ପୋଲିସ ଅଭିଯୁକ୍ତ ଙ୍କ ପାଖରୁ ଗୋଟିଏ ବିଲ ପ୍ରିନ୍ଟିଙ୍ଗ ମେସିନ, ଦୁଇ ଗୋଟି ସ୍ମାର୍ଟ ମୋବାଇଲ ଫୋନ, ୬୫ଟି ନକଲି ବିଦ୍ୟୁତ୍ ବିଲ ସହିତ ୪୦,୦୦୦ ନଗଦ ଟଙ୍କା ଠାବ କରି ଥିବା ବାଲିମେଳା ଏସଡିପିଓ ଶ୍ରୀ ଅନ୍ଶୁମାନ ଦୁବେଦି ସୂଚନା ଦେଇଛନ୍ତି।

ତେବେ ଗତ ଦୁଇ ଦିନ ପୂର୍ବରେ ଆମେ ଦେଖିବାକୁ ପାଇଥିଲୁ। ଲୋକଙ୍କୁ ମିଥ୍ୟା ଚାକିରି ଯୋଗେଇ ଦେବା ନାଁରେ ଲକ୍ଷ,ଲକ୍ଷ ଟଙ୍କା ଠକି ନେଇଥିବା ରାକେଟ କୁ କାବୁ କରିବାରେ ଜିଲ୍ଲା ପୋଲିସ ସଫଳ ହେଇଥିବା ବେଳେ, ଆଜି ଆଉ ଏକ ଘଟଣା ସାଧାରଣ ଲୋକଙ୍କ ଠକାମୀ ପାଇଁ ଚିନ୍ତା ର କେନ୍ଦ୍ର ବିନ୍ଦୁ ପାଲଟିଛି, ତେବେ ଏଭଳି ଠକ୍ ମାନଙ୍କ କବଳରୁ ରକ୍ଷା ପାଇବା ପାଇଁ ବାଲିମେଳା ଏସଡିପିଓ ଅନଶୂମାନ୍ ଦୁବେଦି ସାଧାରଣ ଲୋକଙ୍କୁ ସଯାଗ ରହିବାକୁ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ, ହ୍ୱାଟସ୍‌ଆପ୍ ଓ ମ୍ୟାସେଞ୍ଜର ୬ ଘଣ୍ଟା ପର୍ଯ୍ୟନ୍ତ ଡାଉନ୍ ରହିବା ପରେ ପୁଣି କାମ କରୁଛି

ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ, ହ୍ୱାଟସ୍‌ଆପ୍ ଓ ମ୍ୟାସେଞ୍ଜର ପୁଣି କାମ କରୁଛି । କିଛି ଘଣ୍ଟା ପାଇଁ ଏହା ଡାଉନ୍ ରହିବା ପରେ ଗୋଟିକ ପରେ ଗୋଟିଏ ସେବା ପୁଣି ଥରେ ଆରମ୍ଭ ହୋଇଯାଇଛି...

ପଣ୍ଡରାପଥର ଠାରେ ଗାନ୍ଧୀ ଜୟନ୍ତୀ ପାଳନ

ନୂଆପଡା :-(ରିପୋର୍ଟ -ତେଜୁରାମ ନାଏକ ସହ ଘନଶ୍ୟାମ ନାଏକ)କୋମନା ବ୍ଲକ ଓ ସିନାପାଲି ବ୍ଲକ ଅନ୍ତର୍ଗତ MTSC, ପଣ୍ଡରାପଥର ଓ ରାଜଶ୍ରୀ ପବ୍ଲିକ ସ୍କୁଲ, ସିନାପାଲି ଠାରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି....

ଲକ୍ଷ୍ୟାଧିକ ଟଙ୍କାର ସାଗୁଆନ କାଠ ଜବତ, ଦୁଇ ଗିରଫ

ମାଲକାନଗିରି:-(ରିପୋର୍ଟ- କ୍ରିଷ୍ଣପଦୋ ରାୟ) ବନ ବିଭାଗ ହାତରେ ଧରାପଡିଲେ କାଠ ମାଫିଆ । ଜବତ ହେଲା ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ । ମାଲକାନଗିରି ଜିଲ୍ଲାରେ ଏପରି ଘଟଣା ବାରମ୍ବାର ଘଟୁଥିଲେ ହେଁ...

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା 2 ମୃତ

ରାୟଗଡା :-(ରିପୋର୍ଟ -କାଁହୁଚରଣ ପାଢ଼ୀ) ଗୁଣୁପୁର ଥାନା ଅନ୍ତର୍ଗତ ଲିମାମେଡା ଗ୍ରାମ ନିକଟରେ ଏକ ବାଇକ ଦୁର୍ଘଟଣା ରେ 2 ଜଣ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଦୁର୍ଘଟଣା...

Recent Comments