19 C
Bhubaneswar
Saturday, December 5, 2020
No menu items!
Home ମୁଖ୍ୟ ଖବର ଅପରାଧ ଦୁଦ୍ଦାନ୍ତ ଅପରାଧୀ ଜଗାକୁ ହତ୍ଯା

ଦୁଦ୍ଦାନ୍ତ ଅପରାଧୀ ଜଗାକୁ ହତ୍ଯା

ବାଲେଶ୍ଵର:ବାଲେଶ୍ଵର ଜିଲ୍ଲା କମର୍ଦ୍ଧା ଥାନାର କୁରୁଠିଆ ଗ୍ରାମର ଗତକାଲି ରାତିରେ ଏକ ଯୁବକଙ୍କୁ ହତ୍ୟା କରାଯାଇଛି।ଆଉ ଯୁବକ ଜଣକ ହେଉଛନ୍ତି ସେହି ଗ୍ରାମର ଦୁଦ୍ଦାନ୍ତ ଅପରାଧୀ ରତନ ଦାସ or of ଜଗା ବୋଲି ଜଣାପଡିଛି
ତେବେ ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଜଗା ଗାଡ଼ିରୁ ଚାନ୍ଦା ଆଦାୟ କରୁଥିଲା।କିଛି ଗାଡ଼ି ମାଲିକ ସହିତ ମଧ୍ୟ ମାରପିଟ ,ଝଗଡ଼ା, ହୋଇଥିଲା।ପୂର୍ବରୁ ଏହି ରତନ ଦାସ or of ଜଗା ନାମରେ ଡକାୟତି, ହତ୍ୟାକାଣ୍ଡ, ଚୋରି, ରାହାଜାନି,ଚୋରା ବନ୍ଧୁକ ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ ରହିଛ । ଜଗା ନାମରେ କମର୍ଦ୍ଧା ଥାନା, ବାଲେଶ୍ଵର ଥାନା, ଓ ଗୋଆ ରେ ମଧ୍ୟ ବହୁ ମାମଲା ମଧ୍ୟ୍ୟ ରୁଜୁ ହୋଇଥିବା ସୂଚନା ରହିଛି ।।ତେବେ ହତ୍ୟାକାଣ୍ଡରେ କିଏ ଜଡ଼ିତ ଅଛି ଏବଂ କାହିଁକି ହତ୍ୟା କରାଯାଇଛି ତାହା ପୋଲିସ ତଦନ୍ତ ଆରମ୍ବ କରିଛି

LEAVE A REPLY

Please enter your comment!
Please enter your name here

Most Popular

ଶନିବାର ରାଶିଫଳ…

ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ବ୍ୟବସାୟରେ ଉନ୍ନତି ଓ ବ୍ୟବସାୟ ସମ୍ପ୍ରସାରଣ କରିବାରେ ଧ୍ୟାନ ଦେବେ । ପରିବହନ ବ୍ୟବସାୟରେ ଆଜି ଅଧିକ ଆୟ...

୧୫ରେ ନୂଆ ଭୋଟର ତାଲିକା

ଭୁବନେଶ୍ୱର: ଜାନୁଆରୀ ୧୫ରେ ପ୍ରକାଶ ପାଇବ ୨୦୨୧ ପାଇଁ ନୂଆ ଭୋଟର ତାଲିକା । ଭୋଟ ପରିଚୟ ପତ୍ର ସଂଶୋଧନକୁ ନେଇ ଆୟାଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ...

ପରୀ ହତ୍ୟା ଘଟଣା: ନୟାଗଡ଼ ଏସପିଙ୍କୁ ସମନ

ଭୁବନେଶ୍ୱର: ନୟାଗଡ଼ର ଶିଶୁକନ୍ୟା ପରୀ ହତ୍ୟାକାଣ୍ଡ ମାମଲାରେରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ ନୟାଗଡ଼ ଏସପିଙ୍କୁ ସମନ କରିଥିବା ଜଣାଯାଇଛି। ସୂଚନା ଅନୁସାରେ, ପରୀ ହତ୍ୟାକାଣ୍ଡ ନେଇ ଏନସିପିସିଆର ନୟାଗଡ଼ ଏସପିଙ୍କ...

ସତ ମାନିଲେ ଆକାଶ

ଭୁବନେଶ୍ୱର: ଆଇଏଫଏସ ଅଫିସର ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତନାଘନା ଜାରି ରହିଛି। ଭିଜିଲାନ୍ସ ଜେରା କଲାବେଳେ ସତ ଓଗାଳିଛନ୍ତି ଆକାଶ। ଟାଟା...

Recent Comments