29.1 C
Bhubaneswar
Saturday, October 16, 2021
No menu items!
Home ମୁଖ୍ୟ ଖବର ଅପରାଧ ଦିନ ଦ୍ୱିପ୍ରହର ରେ ଗଳା କାଟି ହତ୍ୟା

ଦିନ ଦ୍ୱିପ୍ରହର ରେ ଗଳା କାଟି ହତ୍ୟା

ରାୟଗଡା:-(ରିପୋର୍ଟ-ଅନନ୍ତ ନାରାୟଣ ଦୁର୍ଗା)ରଘୁବାରୀ ଗ୍ରାମର ଜଣେ 25ବର୍ଷର ଯୁବକଙ୍କୁ 60ବର୍ଷ ର ବୃଦ୍ଧ ଏକ ଧାରୁଆ ଅସ୍ତ୍ର ରେ ଗଲାକଟି ହତ୍ୟା କରି ଫେରାର ହୋଇଯାଇଛି ।

ହତ୍ୟା କାଣ୍ଡରେ ଶିକାର ହୋଇଥିବା ବ୍ୟକ୍ତି ଙ୍କ ନାମ ଶିବ ଡଙ୍ଗାରି 25 ଅପରାହ୍ନ ରେ ଖାଇସାରି ଗ୍ରାମର ଏକ ଦୋକାନ ପିଣ୍ଡାରେ ଶୋଇଥିବା ବେଳେ ପଡୋଶୀ ପତରପଡ଼ା ଗ୍ରାମର ବାରିକ ସାହୁ 60 ନାମକ ଜଣେ ବୃଦ୍ଧ ଏକ ଧାରୁଆ ଅସ୍ତ୍ର ଧରି ଶିବକୁ ବେକକାଟୀ ଘଟଣା ସ୍ଥଳ ରୁ ଫେରାର ହୋଇଯାଇଛି ।

ପରିବାର ଲୋକେ ଆମ୍ବୋଦଳା ଥାନା କୁ ଆସି ରିପୋର୍ଟ ଦେବାରୁ si ଭରତ ଚନ୍ଦ୍ର ମାଝୀ ନିଜ ଷ୍ଟାଫ କୁ ଧରି ରଘୁବାରୀ ଯାଇ ତଦନ୍ତ ଆରମ୍ବ କରିଥିଲେ ।

ଏହିଭଳି କିଛିଦିନ ତଳେ ଗ୍ରାମ ରକ୍ଷୀ ଙ୍କୁ ନକ୍ସଲ ହତ୍ୟା କରିଥିବାରୁ ରଘୁବାରୀ ପଂଚାୟତ ରେ କାକୁଆଭୟ ହୋଇଛି ।କେଶ ନମ୍ବର 109/21-302ରୁଜୁ କରି ଶବ ବ୍ୟବଛେଦ ପାଇଁ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଯାଇଅଛି ବର୍ତମାନ ଆସାମୀ କୁ ଧରାଯାଇ ପୋଲିସ କଷ୍ଟଡି ରେ ରଖାଯାଇ ତଦନ୍ତ କରୁଛନ୍ତି si ମାଝୀ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ, ହ୍ୱାଟସ୍‌ଆପ୍ ଓ ମ୍ୟାସେଞ୍ଜର ୬ ଘଣ୍ଟା ପର୍ଯ୍ୟନ୍ତ ଡାଉନ୍ ରହିବା ପରେ ପୁଣି କାମ କରୁଛି

ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ, ହ୍ୱାଟସ୍‌ଆପ୍ ଓ ମ୍ୟାସେଞ୍ଜର ପୁଣି କାମ କରୁଛି । କିଛି ଘଣ୍ଟା ପାଇଁ ଏହା ଡାଉନ୍ ରହିବା ପରେ ଗୋଟିକ ପରେ ଗୋଟିଏ ସେବା ପୁଣି ଥରେ ଆରମ୍ଭ ହୋଇଯାଇଛି...

ପଣ୍ଡରାପଥର ଠାରେ ଗାନ୍ଧୀ ଜୟନ୍ତୀ ପାଳନ

ନୂଆପଡା :-(ରିପୋର୍ଟ -ତେଜୁରାମ ନାଏକ ସହ ଘନଶ୍ୟାମ ନାଏକ)କୋମନା ବ୍ଲକ ଓ ସିନାପାଲି ବ୍ଲକ ଅନ୍ତର୍ଗତ MTSC, ପଣ୍ଡରାପଥର ଓ ରାଜଶ୍ରୀ ପବ୍ଲିକ ସ୍କୁଲ, ସିନାପାଲି ଠାରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି....

ଲକ୍ଷ୍ୟାଧିକ ଟଙ୍କାର ସାଗୁଆନ କାଠ ଜବତ, ଦୁଇ ଗିରଫ

ମାଲକାନଗିରି:-(ରିପୋର୍ଟ- କ୍ରିଷ୍ଣପଦୋ ରାୟ) ବନ ବିଭାଗ ହାତରେ ଧରାପଡିଲେ କାଠ ମାଫିଆ । ଜବତ ହେଲା ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ । ମାଲକାନଗିରି ଜିଲ୍ଲାରେ ଏପରି ଘଟଣା ବାରମ୍ବାର ଘଟୁଥିଲେ ହେଁ...

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା 2 ମୃତ

ରାୟଗଡା :-(ରିପୋର୍ଟ -କାଁହୁଚରଣ ପାଢ଼ୀ) ଗୁଣୁପୁର ଥାନା ଅନ୍ତର୍ଗତ ଲିମାମେଡା ଗ୍ରାମ ନିକଟରେ ଏକ ବାଇକ ଦୁର୍ଘଟଣା ରେ 2 ଜଣ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଦୁର୍ଘଟଣା...

Recent Comments