27.1 C
Bhubaneswar
Wednesday, September 29, 2021
No menu items!
Home ଜୀବନଚର୍ଯ୍ୟା ଦହି ପାଣି ପିଇଲେ ମିଳେ ଏହିସବୁ ଫାଇଦା...

ଦହି ପାଣି ପିଇଲେ ମିଳେ ଏହିସବୁ ଫାଇଦା…

ଦହି ଖାଇବାକୁ ଲୋକମାନେ ବହୁତୁ ପସନ୍ଦ କରିଥାନ୍ତି। ଏହା ଶୁଭ କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଇଥାଏ। ଦହିକୁ ବିଭିନ୍ନ ତରକାରୀ ପ୍ରସ୍ତୁତ କଲା ବେଳେ ବ୍ୟବହାର କରାଯାଏ। ସାଲାଡ଼ରେ ଦହି ପକାଇଲେ ଏହାର ସ୍ୱାଦ ଦ୍ୱିଗୁଣିତ ହୋଇଯାଏ। ଦହି ଖାଇବା ଦ୍ୱରା ଆମ ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ। ଖାଲି ଏତିକି ନୁହେଁ ଦହି ପାଣିରେ ମଧ୍ୟ ଶରୀର ପାଇଁ ଉପକାର ହୋଇଥାଏ।ଦହି ପାଣିକୁ ଆପଣ ବୋତଲରେ ଭରି ଫ୍ରିଜରେ ରଖି ପର୍ବପର୍ବାଣୀ ଏବଂ ଅନ୍ୟ ଦିନମାନଙ୍କରେ ପିଇପାରିବେ। ଦହିରେ ଅନେକ ପୋଷକ ତତ୍ତ୍ୱ ରହିଛି, ଯାହା ଆପଣଙ୍କ ଶରୀରରୁ ସୁସ୍ଥ ରଖିଥାଏ। ତେବେ ଆସନ୍ତୁ ଜାଣିବା ଦହି ପାଣିରେ କେଉଁ ସବୁ ଉପକାର ମିଳିଥାଏ..

ଦହି ପାଣିରେ ଥିବା ଲାକ୍ଟିକ୍‌ ଏସିଡ୍‌ ଡାଇରିଆ ସମସ୍ୟାକୁ ଭଲ କରିଥାଏ।

ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ୍‌ ରହିଥିବାରୁ ପିଇବା ପରେ ଭୋକ କମ୍‌ ଲାଗିଥାଏ, ଯାହାଦ୍ୱାରା ଓଜନ ନିୟନ୍ତ୍ରିତ ରୁହେ।

ଦହିରେ ଥିବା ଇଲେକ୍ଟ୍ରୋଲାଇଟସ୍‌ ଆପଣଙ୍କ ଶରୀରରେ ଜଳୀୟଅଂଶର ମାତ୍ରାକୁ ଠିକ୍‌ ରଖିଥାଏ।

ଥଣ୍ଡାପାନୀୟ ବଦଳରେ ଦହିରେ ଗୋଲମରିଚ ମିଶାଇ ପିଇବା ଦ୍ୱାରା ପାଚନକ୍ରିୟା ମଧ୍ୟ ଠିକ୍‌ ରହିଥାଏ।

ପର୍ବପର୍ବାଣୀରେ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା ପରେ ଦହି ପାଣି ପିଇପାରିବେ। ଏହା ଆପଣଙ୍କ ପେଟରେ ତେଲ ଜିନିଷକୁ ପଚାଇ ହଜମ କରିବାରେ ସାହାଯ୍ୟ କରିଥାଏ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଲ୍ୟାଣ୍ଡଫଲ କଲା ବାତ୍ୟା“ଗୁଲାବ” ତିନି ଘଣ୍ଟା ଧରି ଚାଲିବ ପ୍ରକ୍ରୀୟା

ଆନ୍ଧ୍ରପ୍ରଦେଶର କାଲିଙ୍ଗପାଟନମ୍ ଏବଂ ଓଡିଶାର ଗୋପାଳପୁର ମଧ୍ୟରେ ବାତ୍ୟା “ଗୁଲାବ” ଲ୍ୟାଣ୍ଡଫଲ ପ୍ରକ୍ରୀୟା ଆରମ୍ଭ କରିଛି। ଏହି ଅବତରଣ ପ୍ରକ୍ରିୟା ତିନି ଘଣ୍ଟା ଧରି ଚାଲିବ ବୋଲି ଭାରତ ପାଣିପାଗ ବିଭାଗ ଡିଜି...

ଗୁଣିଗାରେଡ଼ି ସନ୍ଦେହରେ ଗଲା କାଟି ହତ୍ୟା

ମାଲକାନଗିରି 🙁 ରିପୋର୍ଟ- କ୍ରିଷ୍ଣପଦୋ ରାୟ) କାଲିମେଳା ବ୍ଲକ ଅନ୍ତର୍ଗତ ଏମ:ଭି ୭୯ ଥାନା ଅଧିନସ୍ଥ କୋଟମେଟଲା ଗ୍ରାମ ରେ ଘଟିଛି ଏକ ଅଭାବନୀୟ ଘଟଣା। ଗତକାଲି ବିଳମ୍ବିତ ରାତିରେ ଗ୍ରାମର ସୁବା...

ସାମୁଦ୍ରିକ ଝଡ଼ ‘ଗୁଲାବ’ ସ୍ଥଳଭାଗ ଆଡ଼କୁ ଅଗ୍ରସର

ସାମୁଦ୍ରିକ ଝଡ଼ ‘ଗୁଲାବ’ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି । ଏହା ଗୋପାଳପୁର ଠାରୁ ରିପୋର୍ଟ ଲେଖାଯିବା ବେଳକୁ ୩୧୦ କିମି ଦୂରରେ ରହିଛି । ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର...

ରାଜ୍ୟ ସ୍ତରୀୟ ମାଟିଲଗ୍ନା ଛାତ୍ର ମେଧା ସମ୍ମାନ

ମାଲକାନଗିରି :-(ରିପୋର୍ଟ- କ୍ରିଷ୍ଣପଦୋ ରାୟ)ମାଆ, ମାତୃଭୂମି ଓ ମାତୃଭାଷାର ସୁରକ୍ଷା ପାଇଁ ଗତ ଏକ ବର୍ଷ ଧରି ଓଡ଼ିଶାର ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରଚାର ପ୍ରସାର ପାଇଁ ଅଣ୍ଟା ଭିଡିଥିବା ମାଟିଲଗ୍ନା ସାହିତ୍ୟ...

Recent Comments