ଓଡ଼ିଶା ଖବରନ୍ୟୁଜ୍

ତିନି ଦିନ ଯାଏଁ ଘଡଘଡି ସହ ବର୍ଷା, ଭିଜିବ ଆଭନ୍ତରୀଣ ଓ ଉପକୂଳ ଓଡିଶା

ତିନି ଦିନ ଯାଏଁ ଘଡଘଡି ସହ ବର୍ଷା, ଭିଜିବ ଆଭନ୍ତରୀଣ ଓ ଉପକୂଳ ଓଡିଶା

ଆସନ୍ତା ତିନି ଦିନ ରାଜ୍ୟର କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ । ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

୩୦ ତାରିଖ ଯାଏ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ଏଭଳି ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ ବିଭାଗ ପୂର୍ବାନୁମାନ କରିଛି ।

ବୁଧବାର ଫୁଲବାଣୀ ଓ ବାରିପଦାକୁ ଛାଡ଼ି ରାଜ୍ୟର ଅନ୍ୟ କେଉଁଠି ଆଦୌ ବର୍ଷା ହୋଇନି । ଫୁଲବାଣୀରେ ମାତ୍ର ୭.୨ ମିଲିମିଟର, ପାରଳାଖେମୁଣ୍ଡିରେ ୨.୪ ଓ ବାରିପଦାରେ ୧.୮ ମିମି ବର୍ଷା ରେକର୍ଡ ହୋଇଛି ।

Related posts

ପୋଲିସ କବଜାରେ ATM ଲୁଟେରା

Odisha Halchal

ଆସନ୍ତା ୭ ରୁ ୧୨ ତାରିଖ ମଧ୍ୟରେ ରାଜ୍ୟରେ ବୃଦ୍ଧି ପାଇବ ଖରାର ପ୍ରକୋପ,ଘରୁ ନବାହାରିବାକୁ ପରାମର୍ଶ

Odisha Halchal

ମାଡ଼ିଗଲା ଲୌହ ଦାନବ; ଲିଭିଗଲା ୭ ଜୀବନ ଦୀପ

Odisha Halchal

Leave a Comment