Tuesday, October 4, 2022
Homeଓଡ଼ିଶା ଖବରତାଳଚେର ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ତାଳଚେର ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ତାଳଚେର ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ଅଗ୍ନିକାଣ୍ଡ । ନିଆଁ ଲିଭା କାର୍ଯ୍ୟରେ ୫ଟି ଫାୟାର ଫାଇଟିଙ୍ଗ ଟିମ୍ ନିୟୋଜିତ । ପ୍ଲାଣ୍ଟଟି ପ୍ରାୟ ୧୦ ବର୍ଷ ହେବ ବନ୍ଦ ରହିଥିଲା । ପ୍ଲାଣ୍ଟରେ ଶ୍ରମିକମାନେ ଆଗରୁ ଛଟେଇ ହୋଇସାରିଛନ୍ତି ।

କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାହା ଜଣାପଡ଼ିନାହିଁ । କିନ୍ତୁ ପ୍ଲାଣ୍ଟର ବିଦ୍ୟୁତ କଟା ଯାଇଥିଲା। ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ । ନିଆଁ ଲିଭା କାର୍ଯ୍ୟ ଚାଲିଛି

RELATED ARTICLES

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.

- Advertisment -spot_img

ଲୋକପ୍ରିୟ ଖବର