ଓଡ଼ିଶା ଖବରନ୍ୟୁଜ୍

ତାଳଚେର ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ତାଳଚେର ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ତାଳଚେର ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ଅଗ୍ନିକାଣ୍ଡ । ନିଆଁ ଲିଭା କାର୍ଯ୍ୟରେ ୫ଟି ଫାୟାର ଫାଇଟିଙ୍ଗ ଟିମ୍ ନିୟୋଜିତ । ପ୍ଲାଣ୍ଟଟି ପ୍ରାୟ ୧୦ ବର୍ଷ ହେବ ବନ୍ଦ ରହିଥିଲା । ପ୍ଲାଣ୍ଟରେ ଶ୍ରମିକମାନେ ଆଗରୁ ଛଟେଇ ହୋଇସାରିଛନ୍ତି ।

କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାହା ଜଣାପଡ଼ିନାହିଁ । କିନ୍ତୁ ପ୍ଲାଣ୍ଟର ବିଦ୍ୟୁତ କଟା ଯାଇଥିଲା। ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ । ନିଆଁ ଲିଭା କାର୍ଯ୍ୟ ଚାଲିଛି

Related posts

ପୁଲୱାମା ସହିଦ ଯବାନଙ୍କ ଶ୍ରଦ୍ଧାଞ୍ଜଳି ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

Odisha Halchal

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୬ରେ ଲଘୁଚାପ ସମ୍ଭାବନା

Odisha Halchal

ବାଣ ବଜାରରେ BMCର ଯାଞ୍ଚ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

Odisha Halchal

Leave a Comment