ଅପରାଧଓଡ଼ିଶା ଖବରନ୍ୟୁଜ୍

ତାମିଲନାଡୁର ଦୁଇ ମୋବାଇଲ୍‌ ଲୁଟେରାଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ

ତାମିଲନାଡୁର ଦୁଇ ମୋବାଇଲ୍‌ ଲୁଟେରାଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ

ପୋଲିସ କବ୍‌ଜାରେ ମୋବାଇଲ୍‌ ଲୁଟେରା । ତାମିଲନାଡୁର ଦୁଇ ମୋବାଇଲ୍‌ ଲୁଟେରାଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ । ଭୁବନେଶ୍ୱରରୁ ଉଭୟଙ୍କୁ ଗିରଫ କରିଛି ପୋଲିସ ।

ଖବର ଅନୁଯାୟୀ, ରାଜଧାନୀର ବିଭିନ୍ନ ସ୍ଥାନରେ ଘର ଘର ବୁଲି ମୋବାଇଲ୍‌ ଫୋନ୍‌ ଲୁଟ୍‌ କରୁଥିଲେ । କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ଗତ କିଛି ଧରି ଏମାନଙ୍କୁ ଟ୍ରାକ କରୁଥିଲା । ଶେଷରେ ବୁଧବାର ଦିନ ପୋଲିସ ହାତରେ ଧରାପଡିଛନ୍ତି ଏହି ୨ ମୋବାଇଲ୍‌ ଲୁଟେରା ।

ସେମାନଙ୍କ ନିକଟରୁ ୨୨ଟି ମୋବାଇଲ୍‌, ଦାମୀ ଲାପ୍‌ଟପ୍‌ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ।

Related posts

ଶ୍ରୀମନ୍ଦିରରେ ପୂଜା ନାଁରେ ଠକେଇ !

Odisha Halchal

ପୂର୍ବ ଶତ୍ରୁତାରୁ ନୂଆଗାଁ ଛକରେ ବୋମା ମାଡ଼

Odisha Halchal

ଷ୍ଟେଟ ବ୍ୟାଙ୍କ ତରଫରୁ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ସଚେତନତା ଶିବିର

Odisha Halchal

Leave a Comment