ଟ୍ରଲରରୁ କ୍ରେନ ଓହ୍ଲାଉଥିବା ବେଳେ ଦୁର୍ଘଟଣା, ଡ୍ରାଇଭର ଗୁରୁତର

0
46
ଟ୍ରଲରରୁ କ୍ରେନ ଓହ୍ଲାଉଥିବା ବେଳେ ଦୁର୍ଘଟଣା, ଡ୍ରାଇଭର ଗୁରୁତର
ଟ୍ରଲରରୁ କ୍ରେନ ଓହ୍ଲାଉଥିବା ବେଳେ ଦୁର୍ଘଟଣା, ଡ୍ରାଇଭର ଗୁରୁତର

ଟ୍ରଲରରୁ କ୍ରେନ ଓହ୍ଲାଉଥିବା ବେଳେ ଦୁର୍ଘଟଣା । କୋରାପୁଟ ସଦର କେନ୍ଦାର ପଞ୍ଚାୟତ ଦୟାନିଧି ଗୁଡ଼ା ଛକ ନିକଟରେ ଏପରି ଏକ ଘଟଣା ଘଟିଥିବା ଜଣାପଡ଼ିଛି ।

ଟ୍ରଲରରୁ କ୍ରେନ ଓହ୍ଲାଉଥିବା କ୍ରେନ ତଳକୁ ଖସି ଡ୍ରାଇଭର ଗୁରୁତର ହୋଇଛନ୍ତି । କ୍ରେନ ଡ୍ରାଇଭରଙ୍କୁ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.