21 C
Bhubaneswar
Saturday, January 16, 2021
No menu items!
Home ରାଜନୀତି ଟାଙ୍ଗଣାପଲ୍ଲୀ ସ୍ଥିତ ପାଣିପଞ୍ଚାୟତ ଶୀର୍ଷ କମିଟି ଗୃହରେ ନିର୍ବାଚନ

ଟାଙ୍ଗଣାପଲ୍ଲୀ ସ୍ଥିତ ପାଣିପଞ୍ଚାୟତ ଶୀର୍ଷ କମିଟି ଗୃହରେ ନିର୍ବାଚନ

ଗଂଜାମ (27/11/20)ରିପୋର୍ଟ-ସୁଧାଂଶୁ ଶେଖର ଦାସ:-ବ୍ରହ୍ମପୁର ଜଳ ସମ୍ପଦ ବିଭାଗ ଅଧିନସ୍ଥ ରୁଷିକୂଲ୍ୟାରେ ୧୪ ନମ୍ବର କାରନାଳୀ କମିଟିର ନିର୍ବାଚନ ଟାଙ୍ଗଣାପଲ୍ଲୀ ସ୍ଥିତ ପାଣିପଞ୍ଚାୟତ ଶୀର୍ଷ କମିଟି ଗୃହରେ ଅନୁଷ୍ଠିତ ହୋଇଥିଲା I ଉକ୍ତ ନିର୍ବାଚନରେ ୧୪ ନମ୍ବର ଡିଷ୍ଟ୍ୟୁବୁଟେରୀ ୯ ଜଣ କମିଟି ଅପ୍ରତିଦ୍ବନ୍ଦିତାରେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି I ତେବେ ଉକ୍ତ ନିର୍ବାଚନରେ ସଭାପତି ଭାବେ ସୁରେନ୍ଦ୍ର ଦାସ,ସମ୍ପାଦକ ଭାବେ ସାମ୍ବାଦିକ ସୁଧାଂଶୁ ଶେଖର ଦାସ ଏବଂକୋଷାଧକ୍ଷ ଭାବେ ସୁରେନ୍ଦ୍ର ନାହାକ ବିନା ପ୍ରତିଦ୍ବନ୍ଦିତାରେ ନିର୍ବାଚିତ ହୋଇଥିଲେ I ସଭା ଶେଷରେ ନବ ନିର୍ବାଚିତ ସଭାପତି,ସମ୍ପାଦକ,କୋଷାଧକ୍ଷଙ୍କୁ କରତାଳି ଦେଇ ସ୍ୱାଗତ କରିବା ସହ ନିର୍ବାହୀ ଯନ୍ତ୍ରୀ,ଅଧିକ୍ଷଣ ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀ କାର୍ଯ୍ୟକୁ ସୁଚାର ରୂପେ ତୁଲାଇଥିବାରୁ ଧନ୍ୟବାଦ ଅର୍ପଣ କରିବାସହିତ ଆଗାମୀ କାର୍ଯ୍ୟକୁ ସୁଚାର ରୂପେ ତୁଲାଇବା ପାଇଁ କହିଥିଲେ I

LEAVE A REPLY

Please enter your comment!
Please enter your name here

Most Popular

ରବିବାରର ରାଶିଫଳ…

ମେଷ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ଏକାଦଶ ଚନ୍ଦ୍ର ହେତୁ ଆର୍ଥିକ ଅବସ୍ଥାରେ ଉନ୍ନତି ଦେଖାଦେବ । କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି କିମ୍ବ ଅନ୍ୟକୁ ଦେଇଥିବା...

କୋଭିଡ 19 ଟିକାକରଣ କେନ୍ଦ୍ର ଭାବରେ ଉତ୍କଳ ହସ୍ପିଟାଲ ମନୋନୀତ

ଭୁବନେଶ୍ୱର: ଦେଶବ୍ୟାପୀ କୋଭିଡ ଟୀକାକରଣ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଏହାର ଅଂଶ ବିଶେଷ ଭାବରେ ଟିକିରୀର ଉସାପଡା ସ୍ଥିତ ଉତ୍କଳ ହସ୍ପିଟାଲକୁ ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଟିକିରି ଅଞ୍ଚଳ ପାଇଁ...

ରାଜ୍ୟକୁ ଫେରିଲା ଶୀତ

ଭୁବନେଶ୍ୱର: ରାଜ୍ୟକୁ ଫେରିଲା ଶୀତ । ମକର ପରେ ପୁଣି ଥରେ ଥଣ୍ଡା ଅନୁଭୂତ ହୋଇଛି । ଗତକାଲି ୯ଟି ସହରରେ ପାରଦ ୧୧ଡିଗ୍ରୀ ସେଲସିୟସ୍ ତଳେ ରହିଥିଲା । ଫୁଲବାଣୀରେ ୬...

ରାଜ୍ୟରେ ଆରମ୍ଭ ହୋଇଛି ଟୀକାକରଣ: ଫିଡ଼ବ୍ୟାକ ନେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି କରୋନା ଟିକାକରଣ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଟିକାକରଣର ଶୁଭାରମ୍ଭ ହୋଇଛି । ପ୍ରଥମେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଟିକା ନେଇଛନ୍ତି । ଏହାପରେ ସେ...

Recent Comments