ଓଡ଼ିଶା ଖବରନ୍ୟୁଜ୍

ଜୁଲାଇ ୨ରୁ ବିଧାନସଭା ମୌସୁମୀ ଅଧିବେଶନ

ଜୁଲାଇ ୨ରୁ ବିଧାନସଭା ମୌସୁମୀ ଅଧିବେଶନ

ଜୁଲାଇ ୨ରୁ ଆରମ୍ଭ ହେବା ବିଧାନସଭା ମୌସୁମୀ ଅଧିବେଶନ । ଜୁଲାଇ ୨ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିବେଶନର ପ୍ରଥମ ଦିନ ଜୁଲାଇ ୨ ତାରିଖରେ ଉପସ୍ଥାପନ ହେବ ବଜେଟ ।

ସେପଟେ ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବରିଷ୍ଠ ବିଧାୟକ ବିକ୍ରମ କେଶରୀ ଆରୁଖ । ବିଧାନସଭା ସଚିବଙ୍କ ନିକଟରେ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ବିକ୍ରମ କେଶରୀ ଆରୁଖ ବାଚସ୍ପତି ହେବା ଏକ ପ୍ରକାର ନିଶ୍ଚିତ ଅଟେ ।

Related posts

ଗୁପ୍ତ କୋଠରୀ ରୁ ବହୁ ପରିମାଣ ରେ ଦେଶୀ ମଦ ଜବତ ଓ ୨ ଗିରଫ

Odisha Halchal

ସାବତମାର ନିର୍ଯ୍ୟାତନା ସହି ନପାରି ଆତ୍ମହତ୍ୟା

Odisha Halchal

ପୁଣି ବାହା ହେବେ ବିଧାୟକ!

Odisha Halchal

Leave a Comment