27.1 C
Bhubaneswar
Wednesday, September 29, 2021
No menu items!
Home ମୁଖ୍ୟ ଖବର ଅପରାଧ ଛତୁଆ ଯୋଗାଣ ରେ ହେରଫେର ଆନ୍ଦୋଳନ କୁ ଓଲ୍ଲାଇଲେ ମହିଳା ମହାସଂଘ

ଛତୁଆ ଯୋଗାଣ ରେ ହେରଫେର ଆନ୍ଦୋଳନ କୁ ଓଲ୍ଲାଇଲେ ମହିଳା ମହାସଂଘ

କଳାହାଣ୍ଡି:- ନର୍ଲା ବ୍ଲକ ସମନ୍ବିତ ଶିଶୁବି କାଶ ବିଭାଗ ଅଧୀନରେ ସରକାର ଙ୍କ ଜରିଆରେ ଗର୍ଭବତୀ ପ୍ରସୂତି ମାଁ , ଏବଂ କିଶୋରୀ ବାଳିକାଅପପୃଷ୍ଟି ଶିଶୁ ଏବଂ ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ଶିଶୁ ସମଗ୍ର ବ୍ଲକ ରେ ପାଖାପାଖି 6 ହଜାର ରୁ ଉର୍ଦ୍ଧ୍ବ ହିତାଧିକାରୀ ମାନଙ୍କୁ ପୃଷ୍ଟି ସାଧନ ନିମନ୍ତେ ସୁଷମପୃଷ୍ଟିକର ଖାଦ୍ୟ ସାମଗ୍ରୀ ଯଥା ଛତୁଆ , ଲଡୁ , ସୁଜି ଭଳି ପୃଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ନର୍ଲା ବ୍ଲକ ର ଲାଇସେନ୍ସ ପ୍ରାପ୍ତ ରୁପ୍ରା ଗ୍ରାମର ମାଁ ଗାୟତ୍ରୀ ଓ ଉଳିକୁପା ଗ୍ରାମର ମାଁ ଠାକୁରାଣୀ କୁ ବିଭାଗ ତରଫରୁ ଅନୁମତି ପ୍ରଦାନ ରହିଛି।

କିନ୍ତୁ ଉକ୍ତ ଦୁଇ ଗୋଟି ସ୍ୱୟଂ ସହାୟକ ଦଳ ସରକାର ଙ୍କ ବିଧି ବ୍ୟବସ୍ଥାକୁ ଫୁଙ୍କି ଉଡାଇଦେଉଥିବା ଦେଖିବାକୁମିଳୁଛି ।

ଦିନ ଦ୍ୱିପ୍ରହର ରେ ନିରୀହ ହିତାଧିକାରୀ ମାନଙ୍କୁ ଆଖିରେ ଆଙ୍ଗୁଠି ଗେଞ୍ଜି ଦେଇ ଲକ୍ଷଲକ୍ଷ ଟଙ୍କା ଲୁଟିବାରେ ବ୍ୟସ୍ତ ରହୁଥିବା ଭଳି ସଙ୍ଗିନ ଅଭିଯୋଗ ବାରୁମବାର ହୋଇଅସୁଥିଲେ ମଧ୍ୟ ସି ଡ଼ି ପି ଓ ମେଡମ ମୌନେ ସମ୍ମତ ଲକ୍ଷଣ ପ୍ରକାଶ କରୁଥିବା ଅଭିଯୋଗ ହୋଇଛି।

ତାଙ୍କ ବିଭାଗରେ ଛତୁଆ ଠାରୁ ଆରମ୍ଭକରି ଲୋନ ଦେବାରେ ପାତର ଅନ୍ତର ନୀତି ଭଳି ଭିଭାଗ ରେ ବହୁ ବେଆଇନ କାର୍ଯ୍ୟ ଚରମ ସୀମାଟପିଥିବା ଲମ୍ବା ଅଭିଯୋଗ ତାଲିକାରେ ମେଡମ ମହୋଦୟା ବିଭିନ୍ନ ବେଆଇନ କାର୍ଯ୍ୟରେ ଲିପ୍ତ ରହିବା କାର୍ଯ୍ୟପ୍ରତି ଅତିଷ୍ଠ ହୋଇ ନର୍ଲା ବ୍ଲକ ଶିବଶକ୍ତି ମହିଳା ମହାସଂଘ ର ଶତାଧିକ ମହିଳା ଓ କିନ୍ନର କରନା ନିୟମ ମାନି ନର୍ଲା ଚାରିଛକ ଠାରୁ ଶୋଭାଯାତ୍ରାରେ ବାହାରି ବ୍ଲକ ସମ୍ମୁଖରେ ବିଭିନ୍ନ ନାରା ବାଜିକରୀ ପ୍ରତିବାଦ ଜଣାଇବାସହ ଏହାର ଉଚସ୍ତରୀୟ ତଦନ୍ତ କରାଯାଇ ଦୁର୍ନୀତିରେ ସଂପୃକ୍ତ ଥିବା ସିଡିପିଓ ଙ୍କୁ ତୁରନ୍ତ ବଦଳି କରିବାସହ ତଂକବିରୋଧରେ ଦୃଢକର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସରକାର ଙ୍କ ପାଖରେ ଦବି ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଲ୍ୟାଣ୍ଡଫଲ କଲା ବାତ୍ୟା“ଗୁଲାବ” ତିନି ଘଣ୍ଟା ଧରି ଚାଲିବ ପ୍ରକ୍ରୀୟା

ଆନ୍ଧ୍ରପ୍ରଦେଶର କାଲିଙ୍ଗପାଟନମ୍ ଏବଂ ଓଡିଶାର ଗୋପାଳପୁର ମଧ୍ୟରେ ବାତ୍ୟା “ଗୁଲାବ” ଲ୍ୟାଣ୍ଡଫଲ ପ୍ରକ୍ରୀୟା ଆରମ୍ଭ କରିଛି। ଏହି ଅବତରଣ ପ୍ରକ୍ରିୟା ତିନି ଘଣ୍ଟା ଧରି ଚାଲିବ ବୋଲି ଭାରତ ପାଣିପାଗ ବିଭାଗ ଡିଜି...

ଗୁଣିଗାରେଡ଼ି ସନ୍ଦେହରେ ଗଲା କାଟି ହତ୍ୟା

ମାଲକାନଗିରି 🙁 ରିପୋର୍ଟ- କ୍ରିଷ୍ଣପଦୋ ରାୟ) କାଲିମେଳା ବ୍ଲକ ଅନ୍ତର୍ଗତ ଏମ:ଭି ୭୯ ଥାନା ଅଧିନସ୍ଥ କୋଟମେଟଲା ଗ୍ରାମ ରେ ଘଟିଛି ଏକ ଅଭାବନୀୟ ଘଟଣା। ଗତକାଲି ବିଳମ୍ବିତ ରାତିରେ ଗ୍ରାମର ସୁବା...

ସାମୁଦ୍ରିକ ଝଡ଼ ‘ଗୁଲାବ’ ସ୍ଥଳଭାଗ ଆଡ଼କୁ ଅଗ୍ରସର

ସାମୁଦ୍ରିକ ଝଡ଼ ‘ଗୁଲାବ’ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି । ଏହା ଗୋପାଳପୁର ଠାରୁ ରିପୋର୍ଟ ଲେଖାଯିବା ବେଳକୁ ୩୧୦ କିମି ଦୂରରେ ରହିଛି । ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର...

ରାଜ୍ୟ ସ୍ତରୀୟ ମାଟିଲଗ୍ନା ଛାତ୍ର ମେଧା ସମ୍ମାନ

ମାଲକାନଗିରି :-(ରିପୋର୍ଟ- କ୍ରିଷ୍ଣପଦୋ ରାୟ)ମାଆ, ମାତୃଭୂମି ଓ ମାତୃଭାଷାର ସୁରକ୍ଷା ପାଇଁ ଗତ ଏକ ବର୍ଷ ଧରି ଓଡ଼ିଶାର ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରଚାର ପ୍ରସାର ପାଇଁ ଅଣ୍ଟା ଭିଡିଥିବା ମାଟିଲଗ୍ନା ସାହିତ୍ୟ...

Recent Comments