ଅପରାଧଓଡ଼ିଶା ଖବରନ୍ୟୁଜ୍

ଚୋରି କରି ନେଇଥିବା ବେଳେ କାବୁ କଲେ ଗ୍ରାମବାସୀ

ଚୋରି କରି ନେଇଥିବା ବେଳେ କାବୁ କଲେ ଗ୍ରାମବାସୀ

କଟକ ଜିଲ୍ଲା ମାହାଙ୍ଗା ଥାନା ଶ୍ରୀକୃଷ୍ଣ ପୁର ପଂଚାୟତ ଅଡମ ମହେଶ ପୁର ଗ୍ରାମରେ ନିର୍ମାଣ ରତ ମେଗା ପାନୀୟ ଜଳ ପ୍ରକଳ୍ପ ର ରଡ଼ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଥିବା ବେଳେ କାବୁ କଲେ ଗ୍ରାମବାସୀ l

ଗତକାଲି ବିଳମ୍ବିତ ରାତିରେ ଏକ ଟାଟା ଏସି ସାହାଯ୍ୟରେ ଡ୍ରାଇଭର ସମେତ ୭ ଜଣ ଉତ୍ତର ପ୍ରଦେଶର ଚୋର ଏହି ସବୁ ସାମଗ୍ରୀ ଗାଡ଼ିରେ ଲୋର୍ଡ କରି ନେଉଥିବା ସମୟରେ ଗ୍ରାମବାସୀ କାବୁ କରି ମାହାଙ୍ଗା ଥାନା ପୋଲିସ କୁ ଜୀମା ଦେଇଛନ୍ତି l

ଏପରିକି ଗ୍ଲୋବାଲ ସିକ୍ୟୁରିଟି ସଂସ୍ଥାର ସିକ୍ୟୁରି ଟି ଗାର୍ଡ ଅରଖିତ ଜେନାଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ୍ l

Related posts

ରାଜଧାନୀରେ ଆଉ ଏକ ନିର୍ଭୟା କାଣ୍ଡ

Odisha Halchal

ଯୋଡାରେ ଦୁଇଟି ଗୋଷ୍ଠୀ ମଧ୍ୟରେ ଉତ୍ତେଜନା: ସମଗ୍ର କେନ୍ଦୁଝର ଜିଲ୍ଲାରେ ନେର୍ଟୱାର୍କ ର ଇଣ୍ଟରନେଟ୍ ସେବା ବନ୍ଦ

Odisha Halchal

ଜଳେଶ୍ବର ରୁ ନବୀନ ନିବାସ

Odisha Halchal

Leave a Comment