Sunday, October 2, 2022
Homeଅପରାଧଚୋରି କରି ନେଇଥିବା ବେଳେ କାବୁ କଲେ ଗ୍ରାମବାସୀ

ଚୋରି କରି ନେଇଥିବା ବେଳେ କାବୁ କଲେ ଗ୍ରାମବାସୀ

କଟକ ଜିଲ୍ଲା ମାହାଙ୍ଗା ଥାନା ଶ୍ରୀକୃଷ୍ଣ ପୁର ପଂଚାୟତ ଅଡମ ମହେଶ ପୁର ଗ୍ରାମରେ ନିର୍ମାଣ ରତ ମେଗା ପାନୀୟ ଜଳ ପ୍ରକଳ୍ପ ର ରଡ଼ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଥିବା ବେଳେ କାବୁ କଲେ ଗ୍ରାମବାସୀ l

ଗତକାଲି ବିଳମ୍ବିତ ରାତିରେ ଏକ ଟାଟା ଏସି ସାହାଯ୍ୟରେ ଡ୍ରାଇଭର ସମେତ ୭ ଜଣ ଉତ୍ତର ପ୍ରଦେଶର ଚୋର ଏହି ସବୁ ସାମଗ୍ରୀ ଗାଡ଼ିରେ ଲୋର୍ଡ କରି ନେଉଥିବା ସମୟରେ ଗ୍ରାମବାସୀ କାବୁ କରି ମାହାଙ୍ଗା ଥାନା ପୋଲିସ କୁ ଜୀମା ଦେଇଛନ୍ତି l

ଏପରିକି ଗ୍ଲୋବାଲ ସିକ୍ୟୁରିଟି ସଂସ୍ଥାର ସିକ୍ୟୁରି ଟି ଗାର୍ଡ ଅରଖିତ ଜେନାଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ୍ l

RELATED ARTICLES

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.

- Advertisment -spot_img

ଲୋକପ୍ରିୟ ଖବର