ଅପରାଧଓଡ଼ିଶା ଖବରନ୍ୟୁଜ୍

ଗୁଳିକାଣ୍ଡ ଘଟଣାକୁ ନେଇ ମହାକାଳପଡ଼ା ଥାନା ଘେରିଲା ଵିଜେପି

ଗୁଳିକାଣ୍ଡ ଘଟଣାକୁ ନେଇ ମହାକାଳପଡ଼ା ଥାନା ଘେରିଲା ଵିଜେପି

କେନ୍ଦ୍ରାପଡ଼ା:-(ରିପୋର୍ଟ-ଶଶିଭୂଷଣ ରାଉତ)ସମୟ ଥିଲା ଓଡ଼ିଶାରେ କେନ୍ଦ୍ରାପଡ଼ା ଆତଙ୍କ ସୃଷ୍ଟି କରିବାର ଥିଲା ପେଣ୍ଠସ୍ଥଳୀ।କିନ୍ତୁ ଧିରେ ଧିରେ କାୟା ବିସ୍ତାର କଲାଣି ମହାକାଳପଡ଼ାରେ।

ଦିନ କେଇଟାରେ ତିନି ତିନି ଥର ଗୁଳି ଫୁଟିବା ସଂଗେ ସଂଗେ ଜଣଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ପ୍ରଶାସନ କରୁଛି କଣ। ସରକାରଙ୍କର ହାତବାରିସି ସାଜିନିତ ପୋଲିସ ପ୍ରଶାସନ। ମହାକାଳପଡ଼ା ରେ ଆଇନ ଶୃଙ୍ଖଳା ବିଗିଡି ଯାଇଛି। ଏହି ଘଟଣା କୁ ପ୍ରତିରୋଧ କରିଛି ମହାକାଳପଡ଼ା ବିଜେପି।

ସୌଭାଗ୍ୟ ପରିଡ଼ା ଙ୍କ ନେତୃତ୍ୱରେ ସହ ସହ ଵିଜେପି କର୍ମୀକୁ ନେଇ ଘେରିଲେ ମହାକାଳପଡ଼ା ଥାନା। ଦାବି ପତ୍ର ମଧ୍ୟ ଦେଲେ। ଯଦି ଆଗାମୀ ଦିନରେ ପୁନରାବୃତ୍ତି ହୁଏ ତା ହେଲେ ମହାକାଳପଡ଼ା ବିଜେପି ତାର ଉଗ୍ର ରୂପ ଦେଖାଇବ ଵୋଲି ଚେତାବନୀ ମଧ୍ୟ ଦେଲେ।

Related posts

ହଷ୍ଟେଲର ୱାର୍ଡେନ ମାଡାମଙ୍କ ଶାସ୍ତ୍ର ଜ୍ଞାନ

Odisha Halchal

ଆସୁଛି ମହାବାତ୍ୟା ‘ସିତରଙ୍ଗ’,

Odisha Halchal

ଦୌଡୁଛି ବଜାର, ସୁଧୁରୁଛି ଅର୍ଥବ୍ୟବସ୍ଥା ! ଏପ୍ରିଲରେ ସର୍ବକାଳୀନ ୧.୬୮ ଲକ୍ଷ କୋଟି ଜିଏସଟି ସଂଗ୍ରହ

Odisha Halchal

Leave a Comment