29.1 C
Bhubaneswar
Saturday, October 16, 2021
No menu items!
Home ମୁଖ୍ୟ ଖବର ଅପରାଧ ଗୁଣିଗାରେଡ଼ି ସନ୍ଦେହରେ ଗଲା କାଟି ହତ୍ୟା

ଗୁଣିଗାରେଡ଼ି ସନ୍ଦେହରେ ଗଲା କାଟି ହତ୍ୟା

ମାଲକାନଗିରି 🙁 ରିପୋର୍ଟ- କ୍ରିଷ୍ଣପଦୋ ରାୟ) କାଲିମେଳା ବ୍ଲକ ଅନ୍ତର୍ଗତ ଏମ:ଭି ୭୯ ଥାନା ଅଧିନସ୍ଥ କୋଟମେଟଲା ଗ୍ରାମ ରେ ଘଟିଛି ଏକ ଅଭାବନୀୟ ଘଟଣା। ଗତକାଲି ବିଳମ୍ବିତ ରାତିରେ ଗ୍ରାମର ସୁବା ପଡିଆମି ବୟସ ୬୧ ବର୍ଷ ଙ୍କୁ କେହି ଦୁର୍ବୃତ୍ତ ଶୋଇଥିବା ଅବସ୍ଥାରେ ଘର ଭିତରେ ଗୋଟିଏ ଧାରୁଆ ଅସ୍ତ୍ରରେ ପ୍ରଥମେ ଗଳା କାଟି ଦେଇଥିଲା ଏବଂ ପରେ ବାମହାତ କାଟି ଦେଇଥିଲେ ।

ଫଳରେ ପ୍ରାଣ ବିକଳରେ ରକ୍ତାକ୍ତ ଅବସ୍ଥାରେ ନିକଟରେ ପୁଅ ଘରକୁ ପଳାଇ ଥିଲେ । ଘରର ଦ୍ବାର ମୁହଁରେ ପଡି଼ଯିବା ସହିତ ତାଙ୍କର ଜୀବନ ଚାଲିଯାଇଥିଲା । ମୃତ ସୁବା ପଡିଆମି ଆଖପାଖ ଅଞ୍ଚଳର ବେଶ ପରିଚିତ ଗୁଣିଆ ଥିଲେ ।ତାଙ୍କର ଗ୍ରାମ ତଥା ଆଖପାଖ ଅଞ୍ଚଳର ଲୋକମାନଙ୍କ ସର୍ଦ୍ଧି ,କାଶ,ଜ୍ବର , ଆଦି ରୋଗ ହେଲେ ଝଡ଼ାଫୁଙ୍କା କରି ଭଲ କରି ଦେଉଥିଲେ।

ଦୀର୍ଘ ଦିନ ଧରି ଏଇ ଗୁଣିଆ କାମ କରି ତାଙ୍କ ଅଞ୍ଚଳର ଲୋକଙ୍କୁ ଭଲ କରି ଆସୁଥିଲେ । ପରିବାର ବର୍ଗ ଓ ଗ୍ରାମବାସୀ ପ୍ରକାଶ କରିଛନ୍ତିି । ପଡିଆମିଙ୍କୁ ଗ୍ରାମ ର କେହି ଜଣେ ବ୍ୟକ୍ତି ଏହି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି । ଯେହେତୁମୃତ୍ୟୁ ପୂର୍ବରୁ ତମକୂ କିଏ ମାରିଛି କହିବାରୁ ଦେବା ବୋଲି ନାମ ପ୍ରକାଶ କରିଥିଲେ ସୁବା ପଡିଆମି । ଏହି ବିଷୟ ରେ ତାଙ୍କର ନାତୀ ଜଗା ପଡିଆମି ଓ ଝିଅ ସିଙ୍ଗେ ମାଡକାମି ଗଣମାଧ୍ୟମ ଆଗରେ ରେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ, ହ୍ୱାଟସ୍‌ଆପ୍ ଓ ମ୍ୟାସେଞ୍ଜର ୬ ଘଣ୍ଟା ପର୍ଯ୍ୟନ୍ତ ଡାଉନ୍ ରହିବା ପରେ ପୁଣି କାମ କରୁଛି

ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ, ହ୍ୱାଟସ୍‌ଆପ୍ ଓ ମ୍ୟାସେଞ୍ଜର ପୁଣି କାମ କରୁଛି । କିଛି ଘଣ୍ଟା ପାଇଁ ଏହା ଡାଉନ୍ ରହିବା ପରେ ଗୋଟିକ ପରେ ଗୋଟିଏ ସେବା ପୁଣି ଥରେ ଆରମ୍ଭ ହୋଇଯାଇଛି...

ପଣ୍ଡରାପଥର ଠାରେ ଗାନ୍ଧୀ ଜୟନ୍ତୀ ପାଳନ

ନୂଆପଡା :-(ରିପୋର୍ଟ -ତେଜୁରାମ ନାଏକ ସହ ଘନଶ୍ୟାମ ନାଏକ)କୋମନା ବ୍ଲକ ଓ ସିନାପାଲି ବ୍ଲକ ଅନ୍ତର୍ଗତ MTSC, ପଣ୍ଡରାପଥର ଓ ରାଜଶ୍ରୀ ପବ୍ଲିକ ସ୍କୁଲ, ସିନାପାଲି ଠାରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି....

ଲକ୍ଷ୍ୟାଧିକ ଟଙ୍କାର ସାଗୁଆନ କାଠ ଜବତ, ଦୁଇ ଗିରଫ

ମାଲକାନଗିରି:-(ରିପୋର୍ଟ- କ୍ରିଷ୍ଣପଦୋ ରାୟ) ବନ ବିଭାଗ ହାତରେ ଧରାପଡିଲେ କାଠ ମାଫିଆ । ଜବତ ହେଲା ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ । ମାଲକାନଗିରି ଜିଲ୍ଲାରେ ଏପରି ଘଟଣା ବାରମ୍ବାର ଘଟୁଥିଲେ ହେଁ...

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା 2 ମୃତ

ରାୟଗଡା :-(ରିପୋର୍ଟ -କାଁହୁଚରଣ ପାଢ଼ୀ) ଗୁଣୁପୁର ଥାନା ଅନ୍ତର୍ଗତ ଲିମାମେଡା ଗ୍ରାମ ନିକଟରେ ଏକ ବାଇକ ଦୁର୍ଘଟଣା ରେ 2 ଜଣ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଦୁର୍ଘଟଣା...

Recent Comments