ଅପରାଧଓଡ଼ିଶା ଖବରନ୍ୟୁଜ୍

ଗଞ୍ଜେଇ ଚୋରା ଚାଲାଣରେ ବି ଜେ ପି ନେତା ଗିରଫ

ଗଞ୍ଜେଇ ଚୋରା ଚାଲାଣରେ ବି ଜେ ପି ନେତା ଗିରଫ

କଳାହାଣ୍ଡି:-(ରିପୋର୍ଟ -ମଦନ ମୋହନ ସାହୁ )ଜୟପାଟଣା ପୋଲିସ କୁ ବଡ଼ ସଫଳତା।ଏସପି ଅଭିଲାଶ ଜି ଙ୍କ ନେତୃତ୍ୱ ରେ ଜୟପାଟଣା ଥାନା ଅଧିକାରୀ ବାସୁଦେବ ଛତ୍ରିଆ ଙ୍କ ସହ ଏକ ଟିମ୍ ଗଠନ କରି ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ପୋଲିସ,୧୦ଜଣ ଗିରଫ।

ଜୟପାଟଣା ଥାନା ପ୍ରତାପପୁର କେନାଲ ରାସ୍ତା ଦେଇ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଜୟପାଟଣା ପୋଲିସ ଚଢ଼ାଉ କରି ୪କ୍ୟୁଣ୍ଟାଲ ୨୭କେଜି ଗଞ୍ଜେଇ ଜବତ କରିବା ସହ ଗୋଟିଏ ବୋଲେରୋ ପିକପ ,ବୋଲେର ଏସ ଏଲ ଇ, ଗୋଟିଏ ବାଇକ,୫ଟି ମୋବାଇଲ,୧୧ହଜାର ୫୬୦ ନଗଦ ଟଙ୍କା ଜବତ କରିଛି।

ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଜଣେ ଜୁନାଗଡ କାଉନସିଲର ବିଜେପି ପ୍ରାର୍ଥୀ ରାଜେନ୍ଦ୍ର ଡଣ୍ଡସେନା ଥିବା ବେଲେ ବାକି କୋକସରା ଥାନା ଅଞ୍ଚଳର। ଗଞ୍ଜେଇ କୋରାପୁଟ ଜିଲ୍ଲା ରୁ କଳାହାଣ୍ଡି ଆସିଥିବା ପୋଲିସ ପକ୍ଷରୁ ସୁଚନା।

Related posts

ରୁଚିକା ଆତ୍ମହତ୍ୟା ଘଟଣାକୁ ପୁରିଲା ସପ୍ତାହେ, ଏବେ ବି ମିଳୁନି ରାଗିଂ କରିଥିବା ସିନିଅରଙ୍କ ପତ୍ତା

Odisha Halchal

ପେଟ୍ରୋଲ ଯୋଗୁଁ ଧରା ପଡିଲା ଚୋର

Odisha Halchal

ରୁଷିଆ ପର୍ଯ୍ୟଟକଙ୍କ ସନ୍ଦେହ ଜନକ ମୃତ୍ୟୁ

Odisha Halchal

Leave a Comment