Sunday, October 2, 2022
Homeଓଡ଼ିଶା ଖବରକାଶୀପୁର ଝାଡାବାନ୍ତି ପ୍ରସଙ୍ଗ : ମନ୍ତ୍ରୀଙ୍କ ଉତ୍ତରକୁ ଦୁର୍ଭାଗ୍ୟଜନକ କହିଲେ ନରସିଂହ ମିଶ୍ର

କାଶୀପୁର ଝାଡାବାନ୍ତି ପ୍ରସଙ୍ଗ : ମନ୍ତ୍ରୀଙ୍କ ଉତ୍ତରକୁ ଦୁର୍ଭାଗ୍ୟଜନକ କହିଲେ ନରସିଂହ ମିଶ୍ର

ପୁଣି ଗୃହରେ ଉଠିଲା କାଶୀପୁର ଝାଡ଼ାବାନ୍ତି ପ୍ରସଙ୍ଗ । ଶୂନ୍ୟକାଳରେ ନରସିଂହ ମିଶ୍ର ସଂସଦୀୟ ମନ୍ତ୍ରୀ ରଖିଥିବା ଉତ୍ତରକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

କାଶୀପୁରରେ ଝାଡାବାନ୍ତି ହୋଇଛି ମନ୍ତ୍ରୀ ଗୃହରେ ଉତ୍ତର ରଖୁଛନ୍ତି । କିନ୍ତୁ ସେଠି ଜିଲ୍ଲାପାଳ କହୁଛନ୍ତି କଲେରା ହୋଇଛି ।

ଆମ୍ବ ଟାକୁଆ ଜାଉ ଖାଇ, ବିଷାକ୍ତ ପାଣି ପିଇ, ମଦ ପିଇ ମୃତ୍ୟୁ ମୁଖରେ ପଡୁଛନ୍ତି ଲୋକେ । କିନ୍ତୁ ମନ୍ତ୍ରୀ କେବଳ ଦୂଷିତ ପାଣି ପିଇ ଝାଡାବାନ୍ତି ହୋଇଛି କହିବା ଦୁର୍ଭାଗ୍ୟଜନକ ।

RELATED ARTICLES

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.

- Advertisment -spot_img

ଲୋକପ୍ରିୟ ଖବର