ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

କାଲିଠୁ ବଢ଼ିବ ତାତି, ଅସହ୍ୟ ହେବ ଗ୍ରୀଷ୍ମ ଲହରୀ

କାଲିଠୁ ବଢ଼ିବ ତାତି, ଅସହ୍ୟ ହେବ ଗ୍ରୀଷ୍ମ ଲହରୀ

ରାଜ୍ୟର କିଛି ସ୍ଥାନରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ଜାରୀ ରହିବ । ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରୁ ପ୍ରବାହିତ ଶୁଷ୍କ ବାୟୁ ପ୍ରବାହରେ ଗରମ ବାୟୁ ପ୍ରବାହ ଜାରୀ ରହିବ ।

ସୁବର୍ଣ୍ଣପୁର ,ବୌଦ୍ଧ,ବଲାଙ୍ଗିର,ଅନୁଗୁଳ ଓ ନୟାଗଡ଼ରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ଗରମ ଅନୁଭୁତ ହେବ । କେବଳ ସେତିକି ନୁହେଁ ଖୋର୍ଦ୍ଧା,ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ମଧ୍ୟ ପ୍ରବଳ ଖରା ହେବ ।

ତେଣୁ ଆସନ୍ତା କାଲି ଠାରୁ ୩ ଦିନ ପର୍ଯ୍ୟନ୍ତ ସତର୍କ ରହିବାକୁ ପାଣିପାଗ ବିଭାଗ ତରଫରୁ ସୁଚନା ଦିଆଯାଇଛି । ୩ଦିନ ମଧ୍ୟରେ ଆଭ୍ୟନ୍ତର ଓଡ଼ିଶାର କିଛି ସ୍ଥାନରେ ତାପମାତ୍ରା ୪୦ଂଛୁଇଁବ ବୋଲି ସୁଚନା ଦିଆଯାଇଛି ।

Related posts

ମାଧ୍ୟମିକ ବିଦ୍ୟାଳୟ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ

Odisha Halchal

ଖୋର୍ଦ୍ଧା ପୋଲିସକୁ ବଡଧରଣର ସଫଳତା

Odisha Halchal

ମୁଖ୍ୟ ରାସ୍ତାରେ ଚାଲିଛି ଖେଳ ପ୍ରତି ଯୋଗୀତା

Odisha Halchal

Leave a Comment