ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

କାଚ ପରେ ଏବେ ଅଖା ପିନ୍ଧିଲେ ଉର୍ଫି, ଅତରଙ୍ଗୀ ଅନ୍ଦାଜ୍‌ରେ ସେୟାର କଲେ ଭିଡିଓ

କାଚ ପରେ ଏବେ ଅଖା ପିନ୍ଧିଲେ ଉର୍ଫି, ଅତରଙ୍ଗୀ ଅନ୍ଦାଜ୍‌ରେ ସେୟାର କଲେ ଭିଡିଓ

ସୋସିଆଲ ମିଡିଆରେ ଟେଲି ଅଭିନେତ୍ରୀ ଉର୍ଫି ଜାଭେଦଙ୍କର ବହୁତ ପ୍ରଶଂସକ ଅଛନ୍ତି। ତାଙ୍କ ଷ୍ଟାଇଲ ଓ ପୋଷାକକୁ ନେଇ ସବୁବେଳେ ସେ ଚର୍ଚ୍ଚାରେ ଥାନ୍ତି।

ଯେଉଁଥିପାଇଁ ସେ ଖୁବ୍‌ ଟ୍ରୋଲ ମଧ୍ୟ ହୁଅନ୍ତି। ମନୋରଞ୍ଜନ ଶିଳ୍ପରେ ଉର୍ଫି ନିଜର ସ୍ଥାନ ସୃଷ୍ଟି କରୁଛନ୍ତି। ସେ ପ୍ରାୟତଃ ସବୁବେଳେ କିଛି ନା କିଛି ଏଭଳି ଭିଡିଓ ଏବଂ ଫଟୋ ଫ୍ୟାନ୍ସମାନଙ୍କ ପାଇଁ ସେୟାର କରନ୍ତି ଯାହା ଖୁବ୍‌ ଭାଇରାଲ ମଧ୍ୟ ହୋଇଥାଏ।

ବର୍ତ୍ତମାନ ତାଙ୍କର ମଧ୍ୟ ଏବେ ଅତରଙ୍ଗୀ ଅନ୍ଦାଜ୍‌ର ଫଟୋ ଭାଇରାଲ୍‌ ହୋଇଛି।

Related posts

ଥଣ୍ଡା ପାନୀୟ ଜଳର ମେସିନ ଦୂର କଲା ଲୋକ ମାନଙ୍କର ପିଇବା ପାଣି ସମସ୍ୟା

Odisha Halchal

ଇଡିର ସମସ୍ତ କ୍ଷମତାକୁ କାଏମ ରଖିଲେ ସୁପ୍ରିମକୋର୍ଟ

Odisha Halchal

ଶିକାରୀ ଗୁଳିରେ ବନ କର୍ମଚାରୀ ଘାଇଲା

Odisha Halchal

Leave a Comment