27.1 C
Bhubaneswar
Wednesday, September 29, 2021
No menu items!
Home ମୁଖ୍ୟ ଖବର କପିଳ ଦେବଙ୍କୁ ହୃଦଘାତ

କପିଳ ଦେବଙ୍କୁ ହୃଦଘାତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କିମ୍ବଦନ୍ତୀ କପିଳ ଦେବ ଶୁକ୍ରବାର ହୃଦଘାତର ଶିକାର ହୋଇଛନ୍ତି। ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଅସ୍ତ୍ରୋପଚାର ଚାଲିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ସକାଳେ କପିଳ ଦେବ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ହୃଦଘାତ ବୋଲି ଜଣାପଡ଼ିବା ପରେ ତାଙ୍କୁ ଦିଲ୍ଲୀର ଫୋର୍ଟିସ ଏସକର୍ଟ ହାର୍ଟ ଇନଷ୍ଟିଚ୍ୟୁଟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର  ଆଞ୍ଜିଓପ୍ଲାଷ୍ଟି ଚାଲିଛି। ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, କପିଳ ଦେବଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ୍ ଦଳ ୧୯୮୩ରେ ଇଂଲାଣ୍ଡରେ ବିଶ୍ବ ଚାମ୍ପିୟନ ହୋଇଥିଲା।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଲ୍ୟାଣ୍ଡଫଲ କଲା ବାତ୍ୟା“ଗୁଲାବ” ତିନି ଘଣ୍ଟା ଧରି ଚାଲିବ ପ୍ରକ୍ରୀୟା

ଆନ୍ଧ୍ରପ୍ରଦେଶର କାଲିଙ୍ଗପାଟନମ୍ ଏବଂ ଓଡିଶାର ଗୋପାଳପୁର ମଧ୍ୟରେ ବାତ୍ୟା “ଗୁଲାବ” ଲ୍ୟାଣ୍ଡଫଲ ପ୍ରକ୍ରୀୟା ଆରମ୍ଭ କରିଛି। ଏହି ଅବତରଣ ପ୍ରକ୍ରିୟା ତିନି ଘଣ୍ଟା ଧରି ଚାଲିବ ବୋଲି ଭାରତ ପାଣିପାଗ ବିଭାଗ ଡିଜି...

ଗୁଣିଗାରେଡ଼ି ସନ୍ଦେହରେ ଗଲା କାଟି ହତ୍ୟା

ମାଲକାନଗିରି 🙁 ରିପୋର୍ଟ- କ୍ରିଷ୍ଣପଦୋ ରାୟ) କାଲିମେଳା ବ୍ଲକ ଅନ୍ତର୍ଗତ ଏମ:ଭି ୭୯ ଥାନା ଅଧିନସ୍ଥ କୋଟମେଟଲା ଗ୍ରାମ ରେ ଘଟିଛି ଏକ ଅଭାବନୀୟ ଘଟଣା। ଗତକାଲି ବିଳମ୍ବିତ ରାତିରେ ଗ୍ରାମର ସୁବା...

ସାମୁଦ୍ରିକ ଝଡ଼ ‘ଗୁଲାବ’ ସ୍ଥଳଭାଗ ଆଡ଼କୁ ଅଗ୍ରସର

ସାମୁଦ୍ରିକ ଝଡ଼ ‘ଗୁଲାବ’ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି । ଏହା ଗୋପାଳପୁର ଠାରୁ ରିପୋର୍ଟ ଲେଖାଯିବା ବେଳକୁ ୩୧୦ କିମି ଦୂରରେ ରହିଛି । ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର...

ରାଜ୍ୟ ସ୍ତରୀୟ ମାଟିଲଗ୍ନା ଛାତ୍ର ମେଧା ସମ୍ମାନ

ମାଲକାନଗିରି :-(ରିପୋର୍ଟ- କ୍ରିଷ୍ଣପଦୋ ରାୟ)ମାଆ, ମାତୃଭୂମି ଓ ମାତୃଭାଷାର ସୁରକ୍ଷା ପାଇଁ ଗତ ଏକ ବର୍ଷ ଧରି ଓଡ଼ିଶାର ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରଚାର ପ୍ରସାର ପାଇଁ ଅଣ୍ଟା ଭିଡିଥିବା ମାଟିଲଗ୍ନା ସାହିତ୍ୟ...

Recent Comments