ଓଡ଼ିଶା ଖବରନ୍ୟୁଜ୍

ଓଲଟିଲା ପିକଭ୍ୟାନ୍ରୁ ଦୁଇ ମୃତ 9ଗୁରୁତର ମେଡିକାଲ୍ବରେ ଭର୍ତି

ଓଲଟିଲା ପିକଭ୍ୟାନ୍ରୁ ଦୁଇ ମୃତ 9ଗୁରୁତର ମେଡିକାଲ୍ବରେ ଭର୍ତି

କଳାହାଣ୍ଡି :- କଲମପୁର ଥିଆମୂଳ ରାମପୁର ସୀଙ୍ଗାରି ଘାଟି ରେ ଭାର ସାମ୍ୟ ହାରାଇ ଓଲଟିଲା ପିକ୍ ଅପ୍ ଭ୍ୟାନ ଦୁଇ ମୃତ ନଅ ଗୁରୁତର l ଦୁଇ ମୃତକ ଙ୍କ ପରିଚୟ ମିଳି ନ ଥିବା ବେଳେ 9ଗୁରୁତର କୁ କଲମପୁର ମେଡିକାଲ ରେ ଭର୍ତି କରାଯାଇଛି l

ଥୁଆମୂଳ ରାମ ପୁର ସିନ୍ଧି ପଦର ପଞ୍ଚାୟତ ରୁ ପିଡି ଏସ ଚାଉଳ ଆଣି ଫେରୁଥିବା ବେଳେ କଲମପୁର ସୀଙ୍ଗାରି ଘାଟି ରେ ଭାର ସାମ୍ୟ ହରାଇ ଓଲଟିଲା , ଗୁରୁତର ମଧ୍ୟରେ 2 ପୁରୁଷ 7ମହିଳା ସମସ୍ତେ ବାର୍ଶିକୋନା ଗାଁ ର l

ଘଟଣା ସ୍ଥଳରେ ଅଗ୍ନି ସମ୍ ବାହିନୀପହଞ୍ଚି ଉଦ୍ଧାର କରି ଛନ୍ତି l ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

Related posts

ହଲ୍‌ମାର୍କ ହୋଇନଥିବା ଗହଣା ପରୀକ୍ଷା କରିହେବ

Odisha Halchal

ଭଣ୍ଡ ସାରଥୀ ପରେ ଭଣ୍ଡ ମାତା

Odisha Halchal

ପାଣି ଟାଙ୍କି ତଳେ ପଡିଛି ଯୁବତୀଙ୍କ ମୃତଦେହ

Odisha Halchal

Leave a Comment