ଓଡ଼ିଶା ଖବରନ୍ୟୁଜ୍

ଓଡିଶା ପୋଲିସ କେ. ନାଇନ୍ ସ୍କ୍ବାର୍ଡରେ ସାମିଲ ହେଲା ବେଲଜିୟମ୍ ମେଲେନିୟସ ପ୍ରଜାତି କୁକୁର

ଓଡିଶା-ପୋଲିସ-କେ.-ନାଇନ୍-ସ୍କ୍ବାର୍ଡରେ-ସାମିଲ-ହେଲା-ବେଲଜିୟମ୍-ମେଲେନିୟସ-ପ୍ରଜାତି-କୁକୁର

ଓଡିଶା ପୋଲିସ କେ. ନାଇନ୍ ସ୍କ୍ବାର୍ଡରେ ସାମିଲ ହେଲା ବେଲଜିୟମ ମେଲେନିୟସ ପ୍ରଜାତିର କୁକୁର । ଯାହାର ଶୁକ୍ରବାର ଏକ ସ୍ଵତନ୍ତ୍ର ପ୍ରଦର୍ଶନ ଓଡିଶା ପୋଲିସ ମୁଖ୍ୟାଳୟ ପଡିଆରେ ଅନୁଷ୍ଠିତ ହୋଇଯାଇଛି ।

ଏହି କୁକୁର ରାଜସ୍ଥାନର ଏସଏସବି ବାଟାଲିୟନରୁ ସ୍ଵତନ୍ତ୍ର ତାଲିମ ନେଇ ଆସିଛନ୍ତି । ଓଡିଶା ପୋଲିସ ଏହି ପ୍ରଜାତିର ୫ଟି କୁକୁର ଆଣିଥିବା ବେଳେ ଆଗକୁ ଆହୁରି ଅଣାଯିବ ବୋଲି କୁହାଯାଇଛି ।

ଏହି କୁକୁରର ଦାମ୍ ୭୫ରୁ ୮୦ହଜାର ଥିବାବେଳେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟକୁ ୩୫ ହଜାର ଟଙ୍କାରେ ପ୍ରଦାନ କରାଯାଉଛି ।

Related posts

ଯୌତୁକ ଦାବୀକରି ବଧୂହତ୍ୟା ଅଭିଯୋଗ

Odisha Halchal

ହାତୀ ଗୋଡ଼ରେ ଦଳି ଦେବାରୁ ବୃଦ୍ଧ ମୃତ

Odisha Halchal

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ୬୫ବର୍ଷର ବୃଦ୍ଧ ଗିରଫ

Odisha Halchal

Leave a Comment