ନ୍ୟୁଜ୍ବିଶେଷ ଖବର

ଏହି ନିର୍ବାଚନରେ ମୋର ଶେଷ ସଭା, ବିଜେପିକୁ ବିଜୟୀ କରାନ୍ତୁ’

ଏହି ନିର୍ବାଚନରେ ମୋର ଶେଷ ସଭା ପ୍ରଧାନମନ୍ତ୍ରୀ ମୋଦୀ

ବାରାଣସୀରେ ସପ୍ତମ ପର୍ଯ୍ୟାୟ ମତଦାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଚାର କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ୨୦୨୨ ବିଧାନସଭା ନିର୍ବାଚନରେ ମୋର ଶେଷ ଜନସଭା। ବିଜେପି ୟୁପି ବିକାଶ କରିଛି। ବିଜେପିକୁ ବିଜୟୀ କରାନ୍ତୁ।

ଏହି ଅବସରରେ ପୂର୍ବ ସରକାର ଗୁଡିକ ଉପରେ ବର୍ଷି ପ୍ରଧାନମନ୍ତ୍ରୀ କହିଥିଲେ, ସେମାନଙ୍କ ସମୟରେ କେବଳ ଦଙ୍ଗା ହେଉଥିଲା। ୟୁପି ଦଶନ୍ଧି ଦଶନ୍ଧି ପରେ ଏହିପରି ନିର୍ବାଚନ ଦେଖୁଛି ଯେଉଁଠି ବିକାଶ ନାଁରେ ଭୋଟ ମଗାଯାଉଛି । ରାଜ୍ୟକୁ ପରିବାରବାଦରୁ ମୁକ୍ତି ମିଳିବା ଜରୁରୀ।

ବାରାଣସୀର ଜନତାଙ୍କୁ ସମ୍ୱୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସଂକଟ ସମୟରେ ପରିବାରବାଦୀ ଦଳ ରାଜନୀତି କରୁଛି। ରାଜ୍ୟରେ ଆଜି ରାଷ୍ଟ୍ରବାଦ ଏବ ବିକାଶବାଦ ନାଁରେ ଭୋଟ ମଗାଯାଉଛି। ପରିରାବବାଦୀଙ୍କ ଇତିହାସ ୟୁପିକୁ ଲୁଟିବାର ରହିଛୟୁକ୍ରେନ ସଂକଟରେ ବିରୋଧୀ ରାଜନୀତି କରୁଛନ୍ତି। ଭାରତ ସରକାର ପ୍ରତିଟି ନାଗରିକଙ୍କୁ ୟୁକ୍ରେନରୁ ସୁରକ୍ଷିତ ଭାରତ ଆଣିବା ପାଇଁ ସଂକଳ୍ପବଦ୍ଧ । ଆମକୁ ଭୋଟ ଦିଅନ୍ତୁ, ଆମେ ଗରିବଙ୍କ ଘରେ ଗ୍ୟାସ ଚୁଲ୍ଲା ଜଳାଇବାର ସଂକଳ୍ପ ନେଉଛୁ।

Related posts

ହସ୍ପିଟାଲ ବେଡରେ ଲାଲୁ, ଝିଅ ଶେଆର କଲେ ଇମୋସନାଲ ପୋଷ୍ଟ

Odisha Halchal

ଦୟାକରି ଧ୍ୟାନ ଦିଅନ୍ତୁ…ଆଇଆରସିଟିସି ବଦଳାଇଲା ଅନ୍‌ଲାଇନ୍ ଟିକେଟ୍ ବୁକିଂର ନିୟମ

Odisha Halchal

ନବଜାତ ଶିଶୁ ର ମୃତଦେହ ଉଦ୍ଧାର

Odisha Halchal

Leave a Comment